ପୁରୀ ଡାକ୍ତରଖାନା ପ୍ରସୂତି ବିଭାଗର ଓଟି ସିଲ୍: ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ନିଆଯାଇଛି ପଦକ୍ଷେପ

ପୁରୀ: ପୁରୀ ଡାକ୍ତରଖାନା ପ୍ରସୂତି ବିଭାଗର ଓଟି ସିଲ । ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଫଳରେ ପ୍ରସୂତି ବିଭାଗରେ ଅପରେସନ ପାଇଁ ଆସୁଥିବା ରୋଗୀ ଏବେ ଓଟି ବାହାରେ ପଡି ରହିଛନ୍ତି । ବିଭାଗକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବା ପରେ ଓଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମେଡିକଲ କର୍ତ୍ତୃପକ୍ଷ କହିଛନ୍ତି । ପଜିଟିିଭ୍‌ ଚିହ୍ନଟ ଡାକ୍ତର ଓ ନର୍ସଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.