Below header

ଆଜି ଓଡ଼ିଶାରେ ବିଜେପି କରିବ ଭର୍ଚୁଆଲ ରାଲି, ଦିଲ୍ଲୀରୁ ଉଦ୍‌ବୋଧନ ଦେବେ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ବିଜେପିର ନୂଆ ଉପାୟ । କୋଭିଡ଼ କଟକଣା ଭିତରେ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବାକୁ ବିଜେପିର ପ୍ରୟାସ ଜାରି। ଗତକାଲି ବିହାରରେ ବିଜେପି ଭର୍ଚୁଆଲ ରାଲି କରିଥିବା ବେଳେ ଆଜି ଓଡ଼ିଶାରେ ବିଜେପି କରିବ ଭର୍ଚୁଆଲ୍‌ ରାଲି ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭର୍ଚୁଆଲ ରାଲି ମାଧ୍ୟମର ଉଦବୋଧନ ଦେବେ । କରୋନା କଟକଣା ଜାରି ହେବା ପରଠାରୁ ବଡ଼ ବଡ଼ ରାଜନୈତିକ ସଭା, ବାଇକ ରାଲି, ସଭାସମିତି ଉପରେ ରୋକ ଲାଗିଛି । କିନ୍ତୁ ଏବେ ନୂଆ ତରିକାରେ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଉଦ୍ୟମ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.