Below header

ଆଉ ଚାରି ଜଣ ପଜେଟିଭ୍‌ଙ୍କ ଯାତ୍ରା ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ଚାରି ଜଣ କରୋନା ପଜେଟିଭ୍‌ଙ୍କ ଯାତ୍ରା ବିବରଣୀ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ୭୪ ନମ୍ବର ଯାଜପୁର ବିରଜାପୁରର । ସେ କୋଲକାତାରୁ ଫେରିଥିଲେ । ୭୫, ୭୬ ଓ ୭୭ ନମ୍ବର ହେଉଛନ୍ତି ବାଲେଶ୍ୱର ନେଳିଆବାଗର । ଏମାନେ ସମସ୍ତେ ୬୧ ନମ୍ବରଙ୍କ ସଂସ୍ପର୍ଶରେ ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.