Below header
Browsing Tag

travel history

ଆସିଲା ଆଉ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ଆସିଲା ଆଉ ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ବଲାଙ୍ଗିର ଓ ତିନି ଜଣ ଯାଜପୁରର ଆକ୍ରାନ୍ତ । ବଲାଙ୍ଗିରର ଦୁଇ ଆକ୍ରାନ୍ତ ମାର୍ଚ୍ଚ ୧୭ ତାରିଖରେ ଧାନବାଦ୍‌ ଏକ୍ସପ୍ରେସ୍‌ରେ ତାମିଲନାଡୁରୁ ଆସି ବଲାଙ୍ଗିରରେ ପହଞ୍ଚିଥିଲେ । ୧୪୭ ନମ୍ବର…

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

ଭୁବନେଶ୍ବର: ଆଜି ୧୫ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରାଯାଇ । ତେବେ ସୂଚନା ଅନୁସାରେ ସମସ୍ତ କରୋନା ଆକ୍ରାନ୍ତଙ୍କର ରହିଛି କୋଲକାତା…

ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ । ଝାରସୁଗୁଡ଼ା ଜିଲ୍ଲାର ପେସେଣ୍ଟ ନମ୍ବର ୧୧୯ କୋଲକାତା ବଡବଜାରରୁ ଏକ ଗାଡିରେ ଆଉ ଜଣେ ସହଯାତ୍ରୀଙ୍କ ସହ ଆସିଥିଲେ। ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨୯ ତାରିଖରେ ତାଙ୍କର ନମୁନା…

୮୪ରୁ ୯୦ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି, ଜାଣନ୍ତୁ କୁଆଡେ କୁଆଡେ ଯାଇଥିଲେ ଏମାନେ

କେନ୍ୟୁଜ(ବ୍ୟୁରୋ): ଆସିଲା ୮୪ରୁ ୯୦ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି । କେସ୍‌ ନଂ ୮୪ ଆକ୍ରାନ୍ତ ମହିଳାଙ୍କ ବୟସ ୭୦ ବର୍ଷ । ୭୪ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ୮୪ ନଂ ଆକ୍ରାନ୍ତ ମହିଳା । ୭୩ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୮୫, ୮୬, ୮୭ନଂ ଆକ୍ରାନ୍ତ ଆସିଛନ୍ତି। ୭୩ ନଂ…

ଯାଜପୁରର ୮୩ ନମ୍ବର ଆକ୍ରାନ୍ତଙ୍କ ବୟସ ୩୮, ଘର ଅକରପଡ଼ାରେ

ଭୁବନେଶ୍ୱର/ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ରାଜ୍ୟର ୮୩ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଯାଜପୁରର । ତାଙ୍କର ଯାତ୍ରା ବିବରଣୀ ସାମନାକୁ ଆସିଛି । ଏହି କୋଲକାତା ଫେରନ୍ତା ବ୍ୟକ୍ତିଙ୍କ ଘର ହେଉଛି ଯାଜପୁର ଦଶରଥପୁର ବ୍ଲକ୍‌ର ଅକରପଡ଼ାରେ । ସେ ହାଓଡ଼ାର ଗଙ୍ଗା ଘାଟରୁ ଏକ ଗାଡ଼ିରେ ଅନ୍ୟ ୧୧…

ଆଉ ଚାରି ଜଣ ପଜେଟିଭ୍‌ଙ୍କ ଯାତ୍ରା ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ଚାରି ଜଣ କରୋନା ପଜେଟିଭ୍‌ଙ୍କ ଯାତ୍ରା ବିବରଣୀ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭୪, ୭୫, ୭୬ ଓ ୭୭ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ୭୪ ନମ୍ବର ଯାଜପୁର…