୮୪ରୁ ୯୦ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି, ଜାଣନ୍ତୁ କୁଆଡେ କୁଆଡେ ଯାଇଥିଲେ ଏମାନେ

କେନ୍ୟୁଜ(ବ୍ୟୁରୋ): ଆସିଲା ୮୪ରୁ ୯୦ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି । କେସ୍‌ ନଂ ୮୪ ଆକ୍ରାନ୍ତ ମହିଳାଙ୍କ ବୟସ ୭୦ ବର୍ଷ । ୭୪ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ୮୪ ନଂ ଆକ୍ରାନ୍ତ ମହିଳା । ୭୩ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୮୫, ୮୬, ୮୭ନଂ ଆକ୍ରାନ୍ତ ଆସିଛନ୍ତି। ୭୩ ନଂ ଆକ୍ରାନ୍ତଙ୍କ ସମ୍ପର୍କିୟ ଏହି ୩ ଆକ୍ରାନ୍ତ । ୬୧ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୮୮,୮୯ ନଂ ଆକ୍ରାନ୍ତ ଆସିଛନ୍ତି। ୯୦ ନଂ ଆକ୍ରାନ୍ତ ୪୩ ବର୍ଷ ବୟସ୍କ କୋଲକାତା ଫେରନ୍ତା । ୬ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୮୮,୮୯ ନଂ ଆକ୍ରାନ୍ତ ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.