Below header

ଅମିତାଭଙ୍କଠୁ ପ୍ରତିଶୋଧ ନେଲେ ଅଭିଷେକ , ସୋସିଆଲ୍ ମିଡିଆରେ ଦେଲେ କଡା ଜବାବ

ବାପଠୁ ପ୍ରତିଶୋଧ ନେଲା ପୁଅ । ସୋସିଆଲ୍ ମିଡିଆରେ ବିଗ୍ ବିଙ୍କୁ ସୋସିଆଲ୍ ମିଡିଆରେ କଡା ଜବାବ ଦେଲେ ଜୁନିୟର୍ ବଚ୍ଚନ । ଆଉ ଅଭିଷେକଙ୍କ ଜବାବ ବିଗ୍ ବିଙ୍କୁ କରି ଦେଇଛି ଏକଦମ୍ ଚୁପ୍ ।

 

View this post on Instagram

 

… 😜😜 you look like sauce !!

A post shared by Amitabh Bachchan (@amitabhbachchan) on


ପ୍ରକୃତରେ ଦୁଇ ଦିନ ତଳେ ଅଭିଷେକଙ୍କ ପିଲାବେଳର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ ବିଗ୍ ବି । ଏହି ଫଟୋରେ ଅଭିଷେକଙ୍କ ସାମ୍ନାର ଗୋଟିଏ ଦାନ୍ତ ଭାଙ୍ଗିଯାଇଛି । ଏହି ଫଟୋକୁ ସେୟାର୍ କରି ଅମିତାଭ୍ ଲେଖିଥିଲେ ୟୁ ଲୁକ୍ ଲାଇକ୍ ସସ୍ ’you look like sauce !!’। ଯାହା ପରେ ଜବାବ୍ ଦେବାକୁ ଯାଇ ବିଗ୍ ବିଙ୍କ ଏକ ପୁରୁଣା ଫଟୋ ସେୟାର୍ କରିଥିଲେ ଜୁନିୟର୍ ବଚ୍ଚନ । ଆଉ ଫଟୋକୁ ସେୟାର୍ କରି ଲେଖିଥିଲେ ’ଆଉ ଇଏ କହୁଛନ୍ତି ମୁଁ ସସ୍ ପରି ଦିଶୁଛି ’ And he said I look like sauce

 

 

View this post on Instagram

 

And he said I look like sauce! 🤣🤣🤣 @amitabhbachchan #flashbackfriday #payback 💪

A post shared by Abhishek Bachchan (@bachchan) on


ଏହା ପରେ ଅମିତାଭ୍ ଆଉ କିଛି ଉତ୍ତର ଦେଇନାହାଁନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ବିଗ୍ ଅନେକ ସମୟରେ ଅଭିଷେକଙ୍କ ପିଲା ବେଳର ଫଟୋ ସେୟାର୍ କରିଛନ୍ତି । କେବଳ ଅଭିଷେକ ନୁହଁନ୍ତି ନବ୍ୟା ନବେଲି ଏବଂ ଆରାଧ୍ୟାଙ୍କ ଫଟୋ ମଧ୍ୟ ଅନେକ ସମୟରେ ସେୟାର୍ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.