ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ଗୋଲଡେନ ଟେମ୍ପୁଲରେ ପହଞ୍ଚିଲେ ଅର୍ଜୁନ କପୁର, ସେୟାର କଲେ ଫଟୋ

ନିଜର ପର୍ସନାଲ ଲାଇଫକୁ ନେଇ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ । ନିକଟରେ ଅର୍ଜୁନ ଗୋଲଡେନ ଟେମ୍ପୁଲ ବୁଲିବାକୁ ଯାଇଥିଲେ। ସେଠାକୁ ଯାଇ ଏକ ଅର୍ଜୁନ ଏକ ଫଟୋ ସେୟାର କରିଛନ୍ତି। ଅର୍ଜୁନ ଅପକମିଙ୍ଗ ଫିଲ୍ମ ଏବେ ଅମୃତସରରେ ସୁଟିଂ କରୁଛନ୍ତି। ଯେଉର୍ଥିରେ ଅର୍ଜୁନଙ୍କ ସହିତ ରାକୁଲ ପ୍ରୀତ ସିଂ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ କ୍ରସ ବର୍ଡର ଲଭ ଷ୍ଟୋରୀ ଉପରେ ଆଧାରିତ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅର୍ଜୁନ ଏବଂ ରାକୁଲ ପ୍ରୀତ ଏକାଠି ନଜର ଆସିବେ।

arjun kpoor

ଫିଲ୍ମକୁ ନେଇ ଅର୍ଜୁନ କହିଛନ୍ତି, ମୁଁ ଜଏଣ୍ଟ ଫ୍ୟାମିଲେ ବଢିଛି। ଏପରି ଫ୍ୟାମିଲରେ ବଢିବା ଯୋଗୁଁ ଭଲପାଇବା ଏବଂ ଶକ୍ତି ମିଳିଥାଏ। ଫିଲ୍ମକୁ ନେଇ ବହୁତ ମଜା ମଧ୍ୟ ଆସିଛି। ସୂଚନାଯୋଗ୍ୟ, ଅର୍ଜୁନଙ୍କ ଫିଲ୍ମ ‘ପାନିପତ’ ନିକଟରେ ରିଲିଜ ହୋଇଥିଲା। ଯାହାକୁ ମିଶ୍ର ପ୍ରତିକ୍ରିୟା ମଧ୍ୟ ମିଳିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ କିଛି କମାଲ କରିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.