Below header

ଆଫଗାନିସ୍ତାନ କ୍ରିକେଟର ସହିତ ଅକ୍ଟୋବରରେ ନିର୍ବନ୍ଧ କରିଥାନ୍ତେ ଅର୍ଶୀ ଖାନ, ଭାଙ୍ଗିଲେ ସମ୍ପର୍କ

ଆଫଗାନିସ୍ତାନ ଉପରେ ତାଲିବାନ କବଜା ପରେ ସେଠିକାର ନାଗରିକ ଭୟଭୀତ। କେବଳ ଏତିକି ନୁହେଁ, ଆଫଗାନିଙ୍କ ସହିତ ସମ୍ପର୍କଙ୍କ ରଖିଥିବା ସମସ୍ତଙ୍କ ଲୋକ ମଧ୍ୟ ଭୟରେ। ଏମିତି କିଛି ମଧ୍ୟ ଟିଭି ଅଭିନେତ୍ରୀ ତଥା ବିଗବସ୍ ଫେମ୍ ଅର୍ଶୀ ଖାନଙ୍କ ସହିତ ହୋଇଛି।

ସୂଚନାଯୋଗ୍ଯ, ବିଗବସ୍ ଫେମ୍ ଅର୍ଶୀ ଖାନ୍ ଖୁବଶୀଘ୍ର ଆଫଗାନିସ୍ତାନ କ୍ରିକେଟରଙ୍କ ସହିତ ବିବାହ କରିଥାନ୍ତେ। କିନ୍ତୁ ସେଠିକାର ଅବସ୍ଥା ଦେଖି ଅର୍ଶୀ ମଧ୍ୟ ଭୟଭୀତ ହୋଇଯାଇଛନ୍ତି। ତାଙ୍କ ବାପା ସିଲେକ୍ଟ କରିଥିବା ଆଫଗାନ କ୍ରିକେଟରଙ୍କ ସହିତ ଅର୍ଶୀ ବାହା ହୋଇଥାନ୍ତେ। କିନ୍ତୁ ଏପରି ସ୍ଥିତିରେ ମୋ ପରିବାର ଭୟଭୀତ ହୋଇ ବାହାଘର ଭାଙ୍ଗି ଦେଇଛନ୍ତି।

ଅର୍ଶୀ ଲଗାତାର ଭାବେ ନିଜ ଭାବିପତ୍ନୀଙ୍କ ସହିତ ସମ୍ପର୍କରେ ରହିଥିଲେ। କିନ୍ତୁ ଏମିତି ସ୍ଥିତି ଦେଖି ପରିବାର ଭୟରେ ବାହାଘର ପାଇଁ ମନା କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.