ଆଗାମୀ ଫିଲ୍ମର ଘୋଷଣା କଲେ ବାହୁବଲୀ ଷ୍ଟାର ପ୍ରଭାସ

ସାହୋ ପରେ ଆଗାମୀ ଫିଲ୍ମର ଘୋଷଣା କଲେ ବାହୁବଲୀ ଷ୍ଟାର ପ୍ରଭାସ । ଫିଲ୍ମର ନିର୍ଦ୍ଦେଶନା ଦେବେ ନାଗ ଅଶ୍ୱନୀ । ବୈଜୟନ୍ତୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ଫିଲ୍ମ ନିର୍ମାଣ ହେବ । ଏ ପର୍ଯ୍ୟନ୍ତ ଫିଲ୍ମର ନାଁ ଘୋଷଣା ହୋଇନି ।

subhସେହିପରି ଭଲ କଲେକ୍ସନ କରୁଛି ଆୟୁଷ୍ମାନଙ୍କ ଫିଲ୍ମ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ । ଫିଲ୍ମ ଏବେ ଯାଏ ୩୯କୋଟିରୁ ଅଧିକ କଲେକ୍ସନ କରିଛି । ସମଲିଙ୍ଗୀ ସମ୍ପର୍କକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.