Below header

ଭାଇରଲ ହେଉଛି ବଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍‌, ଫଟୋ ଦେଖି ଚିହ୍ନିପାରିବେ ତ !

ଭାରତୀୟ କ୍ରିକେଟରଙ୍କ ‘ଫିମେଲ ଭର୍ସନ’ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏବେ ଲିଉଡ ଅଭିନେତ୍ରୀଙ୍କ ମେଲ ଲୁକ୍‌ ଭାଇରଲ ହେବାରେ ଲାଗିଛି। ଏହି ଫଟୋରେ ଦୀପିକା ପାଦୁକୋନ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚେପ୍ରା, ସୋନ କପୁର, ଶ୍ରଦ୍ଧା କପୁର, କଙ୍ଗନା ରଣାଓ୍ଵତ, କିଆରା ଆଡଭାନୀ, ତମ୍ମନା ଭାଟିଆ ଭଳି ଅଭିନେତ୍ରୀଙ୍କ ପୁରୁଷ ରୂପରେ ଫଟୋ ଭାଇରଲ ହେଉଛି।

anu

ଏହି ଅଭିନେତ୍ରୀମାନଙ୍କ ଛୋଟ ଚୁଟି ସାଙ୍ଗକୁ ଦାଢି, ନିଶା ଥାଇ ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଫଟୋଗୁଡିକ ଦେଖି ଲୋକମାନେ ହୁଏତ ଟିକେ ଆଶ୍ଚର୍ଯ୍ୟ ହୋଇଯିବେ। ଫେସବୁକ୍‌ରେ ଶକ୍ତ ଲୋଣ୍ଡା ନାମରେ ଜଣେ ବ୍ୟବହାରୀ ଫଟୋଗୁଡିକୁ ପୋଷ୍ଟ କରିଛନ୍ତି।

ପୂର୍ବରୁ ଅଭିନେତ୍ରୀମାନଙ୍କ ବୃଦ୍ଧାବସ୍ଥାର ଫଟୋ ଭାଇରାଲ ହୋଇଥିଲା। ସେମାନେ ନିଜେ ଏହାକୁ ନିଜର ସୋସିଆଲ ମିଡିଆରେ ସେୟାର କରିଥିଲେ। ଏମାନଙ୍କ ଛଡା ପ୍ରାଚୀ ଦେଶାଇ, ତାପସୀ ପାନ୍ନୁ, ୟାମୀ ଗୌତମ, ଅନ୍ୟନ୍ୟା ପାଣ୍ଡେ, ପରିଣିତି ଚୋପ୍ରା, ଭୂମି ପେଡେନକର, ଉର୍ବଶୀ ରୌତେଲା ଅଭିନେତ୍ରୀଙ୍କ ପୁରୁଷ ରୂପ ଭାଇରଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.