Below header

ଘରକୁ ଫେରିଲେ ୱିଙ୍ଗ କମାଣ୍ଡର ‘ଅଭିନନ୍ଦନ’, ଅମିତାଭଙ୍କ ସହ ବଲିଉଡ଼ର ଏହି କଳାକାର ରଖିଲେ ପ୍ରତିକ୍ରିୟା

ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଭାରତ- ପାକିସ୍ତାନ ମଧ୍ୟରେ ଖୁବ ସଂଘର୍ଷ ଚାଲିଥିଲା। ଶେଷକୁ ପାକିସ୍ତାନକୁ ଭାରତ ସାମ୍ନାରେ ନିଜର ହାର ମାନିବାକୁ ପଡିଲା। ନିଜ ସ୍ବଦେଶ ଫେରିଆସିଲେ ବାହାଦୂର ଜବାନ ଅଭିନନ୍ଦନ। ଗତକାଲି ଅଭିନନ୍ଦନଙ୍କ ଫେରିବା ଖୁସି ସାରା ଦେଶରେ ଦେଖାଯାଇଥିଲା। ସେହିପରି ଏହି ଖୁସିର ମାହୋଲ ଖାଲି ଦେଶ ନୁହଁ ବଲିଉଡ଼ରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଭିନନ୍ଦନଙ୍କ ଫେରିବା ନେଇ ବିଭିନ୍ନ କଳାକାର ସୋସିଆଲ ମିଡିଆ ଜରୀଆରେ ନିଜର ଖୁସି ବ୍ୟକ୍ତ କରିଥିଲେ।

ajay

ଅୟଜ ଦେବଗନ୍ :

saheed

ସାହିଦ କପୁର :

amitav

ଅମିତାଭ ବଚ୍ଚନ :

abhisek

ଅଭିଶେକ ବଚ୍ଚନ :

amruta

ଅମ୍ରୁତା ରାଓ :

manoj

ମନୋଜ ବାଜପେୟୀ :

ar reheman

ଏ.ଆର. ରେହେମାନ୍ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.