Below header

ଭାଙ୍ଗି ଯିବକି #sidnazz ଯୋଡି ! ସିଦ୍ଧାର୍ଥ ଶୁକ୍ଳାଙ୍କ ଆଗରେ ଗୌତମ ଗୁଲାଟୀଙ୍କୁ କିସ୍ କଲେ ସେହନାଜ୍‌, ଦେଖନ୍ତୁ ଭିଡିଓ

ବିଗ ବସ୍ ୧୩ରେ ପ୍ରତି ଶନିବାରରେ ଓ୍ଵିକେଣ୍ଡ କା ଓ୍ଵାର ଆସିଥାଏ। ଏହି ସମୟରେ ସଲମାନ ଖାନ୍ ଘରର ସଦସ୍ୟଙ୍କ ଜମେଇକି କ୍ଲାସ୍ ନିଅନ୍ତି। କିନ୍ତୁ ଏବେ ବିଗବସର ଲାଟେଷ୍ଟ ପ୍ରମୋରେ ଦେଖାଯାଇଛି ଯେ ବିଗ ବସ୍ ୮ର ବିଜେତା ଗୌତମ ଗୁଲାଟୀ ହାଉସରେ ଏଣ୍ଟ୍ରୀ କରିବାକୁ ଆସୁଛନ୍ତି। ସହନାଜ୍ ଗିଲ୍ ନିଜକୁ ଗୌତମ ଗୁଲାଟିଙ୍କ ଫ୍ୟାନ ବୋଲି କୁହନ୍ତି ଏବଂ ତାଙ୍କ ପାଇଁ ପାଗଳ ବୋଲି ମଧ୍ୟ କହନ୍ତି। ତାଙ୍କର ଏହି କ୍ରେଜିନେସ୍ ଆଜିର ଏପିସୋଡରେ ଆପଣ ଦେଖିବେ।

ଭିଡିଓରେ ଆପଣ ଦେଖିପାରିବେ ଯେ ଯେତେବେଳେ ଗୌତମ ଗୁଲାଟୀ ଘରେ ଏଣ୍ଟ୍ରୀ କରୁଛନ୍ତି ସେତେବେଳେ ସେହନାଜଙ୍କର ଖୁସିର ସୀମା କହିଲେ ନସରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୌତମ ଗୁଲାଟୀଙ୍କ ଘରକୁ ଏଣ୍ଟ୍ରୀ ପରେ ଘରେ ପ୍ରଳୟ ସ୍ରୁଷ୍ଟି ହେବ।

ସେହିପରି ଏହି ସେହନାଜଙ୍କୁ ଏପରି ଦେଖି ସିଦ୍ଧାର୍ଥ ଶୁକ୍ଳା ଆଶ୍ଚଯ୍ୟର୍ ହୋଇଯାଇଥିଲେ ଏବଂ ଜେଲସି ହୋଇଯାଉଥଚିବା ଦେଖିବାକୁ ମିଳିଥିଲା।ତେବେ ଆଜି ଜଣାପଡିବ କଣ ରହୁଛି ସିଦ୍ଧାର୍ଥ ଶୁକ୍ଳାଙ୍କର ରିଆକସନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.