ସୋସିଆଲ ମିଡିଆରେ ନିଜକୁ ନିଜେ ଥଟ୍ଟା କଲେ ଇଲିୟାନା ଡିକ୍ରୁଜ୍‌!

ଇଲିୟାନା ଡିକ୍ରୁଜ୍‌ଙ୍କୁ ବଲିଉଡ୍‌ର ସବୁଠାରୁ ବିନ୍ଦାସ ଆକ୍ଟ୍ରେସଙ୍କ ମଧ୍ୟରେ ଗଣାଯାଇଥାଏ। ନା କେବଳ ସେ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦିଅନ୍ତି ବରଂ ନିଜେ ହିଁ ସୋସିଆଲ ମିଡିଆରେ ନିଜର ମଜା ଉଡ଼ାଇଥାଆନ୍ତି। ଏଥର ବି ସେ ପୁଣିଥରେ ଏମିତି କିଛି କରିଛନ୍ତି।

ଅଭିନେତ୍ରୀ ଜଣକ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଏକ ଇଭେଣ୍ଟ ପାଇଁ ପ୍ରସ୍ତୁତ ହେଉଥିବାର ନଜର ଆସୁଛନ୍ତି। ଏହି ସମୟରେ ତାଙ୍କ ଚେହେରାରେ ଭିନ୍ନ ଭିନ୍ନ ପ୍ରକାରର ଫନି ଏକ୍ସପ୍ରେଶନ ଦେଖିବାକୁ ମିଳୁଛି।

 

View this post on Instagram

 

Can I ever keep a straight face? Pic 1: No. Pic 2: uh uh. Pic 3: f—k no haha Pic 4: never mind.

A post shared by Ileana D’Cruz (@ileana_official) on

ଏହି ଏକ୍ସପ୍ରେଶନକୁ ନେଇ ଇଲିୟାନା ନିଜକୁ ନିଜେ ପରିହାସ କରିଛନ୍ତି । ପୋଷ୍ଟ ସହିତ ସେ କ୍ୟାପ୍‌ସନ ଲେଖିଛନ୍ତି ଯେ କ’ଣ ମୁଁ କେବେ ଷ୍ଟ୍ରେସ୍‌ ଫେସ୍‌ ରଖିପାରିବି? ପିକ୍‌ ୧: No, ପିକ୍‌ ୨: uh uh, ପିକ୍‌ ୩: no haha, ପିକ୍‌ ୪: Quit … ‘। ଅଭିନେତ୍ରୀଙ୍କର ଏଭଳି ଫନି ଫେସ୍‌ ଏକ୍ସପ୍ରେଶନକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି। ଫଟୋରେ ଇଲିୟାନା ନିଜ ଲୁକ୍‌କୁ ହଟ୍‌ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.