Below header

ବରୁଣ ଏବଂ କାର୍ତ୍ତିକଙ୍କୁ ଛାଡି ସୁଶାନ୍ତଙ୍କୁ ବାଛିଥିଲେ କୃତି ସାନନ, କହିଥିଲେ ଏମିତି କଥା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ପରେ ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି। ତାଙ୍କ ସହିତ ଜଡିତ ବିଭିନ୍ନ ଫଟୋ ଏବଂ ଭିଡିଓ ଏବେ ଫେସବୁକରେ ଖୁବ୍‌ ଭାଇରଲ ହେଉଛି। ଏହି ସବୁ ଭିଡିଓରେ ସୁଶାନ୍ତ ମସ୍ତି, ମଜାକ କରୁଥିବାର ମଧ୍ୟ ନଜର ଆସିଛନ୍ତି। ଏମିତି ଏକ ଭିଡିଓ କୃତି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

View this post on Instagram

 

Well said @kritisanon #kritisanon @lokhandeankita #justiceforsushantsinghrajput #fathersday #sushantsinghrajput #pavitrarishta #sushantsinghrajput #rip#ripsushantsinghrajput💔 @jackkybhagnani #shraddhakapoor 😭😭😭😭😭 @sushantsinghrajput #ankitalokhande #sushantsinghrajput !! We’ll miss you sir @sushantsinghrajput #mumbai for his funeral !! 😭😭💔💔 #ripshushantsinghrajpoot #ripsushant @sushantsinghrajput @karanjohar @kartikaaryan @ranveersingh @saraalikhan95 @amrita40 #saraalikhan @kartikaaryan @saraalikhan95 @karanjohar #onewishfortheearth @beingsalmankhan @karanjohar #koffeewithkaran @kartikaaryan @saraalikhan95 @saraalikhan95 @kartikaaryan @katrinakaif @anushkasharma @arjunkapoor @saraalikhan95 @kareenakapoorkhan #taimuralikhan @shahidkapoor @saraalikhan95 @kartikaaryan #kartikaaryan @kareenakapoorkhan @priyankachopra @nickjonas @kartikaaryan @saraalikhan95 @karanjohar @deepikapadukone @aliaabhatt @ranvirtv @akshayrrkumar @aliaabhatt @katrinakaif @@@therealkareenakapoor @priyankachopra @nickjonas @karanjohar @kartikaaryan @saraalikhan95 @ncdc_results @katrinakaif @kartikaaryan @therealpshraddha @saraalikhan95 @kritisanon @virat.kohli @ayushmannk @janhvikapoor @arjunkapoor @kartikaaryan @kajol @ajaydevgn @karanjohar #koffeewithkaran @lifeis_sharing @starworldindia @amrita40 @saraalikhan95 @kartikaaryan @therealkareenakapoor @therealkareenakapoor.khan @priyankachopra @karanjohar@saraalikhan95 @janhvikapoor @saraalikhan95 @kritisanon @anushkasharma @aliaabhatt ❤❤ @saraalikhan95 #throwback #staysafe CORONA STOP CARONA #4 #aaryankartik #mumbai !! ❤❤❤ STAY SAFE GUYS #sonuketitukisweety #picoftheday #saraalikhanvideo @drmalatiwari #saraalikhanvideo @iakpataudi #picoftheday #pictureoftheday #lookoftheday #posts #kartikaaryan with #poselikekartikaaryan #filmfare #saraalikhan #shraddhapanjabii FOLLOW @pshraddha95 for all updates on @kartikaaryan &@saraalikhan95

A post shared by SHRADDHA 🔹️(SUSHANT S RAJPUT) (@pshraddha95) on

ଏହି ଭିଡିଓ କରନଙ୍କ ଶୋ ‘ କଫି ଉଇଥ କରନ’ର ରହିଛି। ଯେଉଁଥିରେ କୃତି ସାନନ ଏବଂ କାର୍ତ୍ତିକ ଆର୍ଯ୍ୟନ ନିଜର ଫିଲ୍ମ ‘ଲୁକ୍କା ଛପି’ର ପ୍ରମୋସନ କରିବା ପାଇଁ ଯାଇଥିଲେ। ଯେଉଁଥିରେ କରନ ଜୋହର ନିଜ କୋ ଷ୍ଟାରଙ୍କ ବିଷୟରେ ଏକ ଶବ୍ଦରେ କହିବାକୁ କହିଥିଲେ। ସେତେବେଳେ କୃତି ସୁଶାନ୍ତ ସିଂ ରାଜପୁତକୁ ସବୁଠାରୁ ଅଧିକ କ୍ୟୁଟ୍‌ କହିଥିଲେ। ଟାଇଗର ଶ୍ରଫଙ୍କୁ ବୋନଲେସ ଏବଂ ବରୁଣ ଧଓ୍ଵନଙ୍କୁ ମାର୍କେଟିଂ ଗୁରୁ ବୋଲି କହିଥିଲେ।

sss

ଏହା ପରେ କରନ ଜୋହର ଟ୍ୟାଲେଣ୍ଟ ହିସାବରେ ଷ୍ଟାରମାନଙ୍କୁ ରେଟିଂ କରିବା କହିଥିଲେ। ଯେଉଁଥିରେ କୃତି ସୁଶାନ୍ତଙ୍କୁ ଶୀର୍ଷରେ ରଖିଥିଲେ। ଏହାପରେ ବରୁନ ଧଓ୍ଵନ, କାର୍ତ୍ତିକ ଆର୍ଯ୍ୟନ, ଆୟୁଷ୍ମାନ ଖୁରାନ ଏବଂ ଟାଇଗର ଶ୍ରଫଙ୍କୁ ଲିଷ୍ଟରେ ରଖିଥିଲେ। ସେହିପରି ଆଉ ଏକ ଭିଡିଓରେ ସୁଶାନ୍ତ ସିଂ ରାଜପୁର, କୃତି ସାନନ ଏବଂ ନୁପୂର ସାନନ ସହିତ ଅନେକ ଲୋକ କ୍ରିସମାସ ପାର୍ଟି କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ କମେଡିଆନ ସୁମେର ପସରିଚା ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.