Below header

ରିଦ୍ଧିମା ପଣ୍ଡିତଙ୍କୁ ଜଦରଦସ୍ତ କିସ୍ କଲେ ନେହା ଭାସିନ, ଭାଇରଲ ହେଉଛି ଭିଡିଓ

ବିଗବସ୍ ଓଟିଟି ଯେମିତି ଲୋକପ୍ରିୟତା ହାସଲ କରୁଛି, ତାହା ଦିନକୁ ଦିନ ବେଶ୍ ଆକର୍ଷଣୀୟ ହେଉଛି। ଶୋ’ରେ ଏପର୍ଯ୍ଯନ୍ତ ଅନେକ କନେକ୍ସନ ହୋଇଗଲାଣି। ପ୍ରତୀକ ସହଜପାଲ ଏବଂ ଅକ୍ଷରା ସିଂ ପ୍ରଥମ ସପ୍ତାହରେ ଘରେ ମୁଖ୍ଯ ହୋଇସାରିଲେଣି। ଶୋ’ର ହୋଷ୍ଟ କରନ ଜୋହର ପ୍ରଥମରୁ ଏହି ଶୋ ବହୁତ ବୋଲ୍ଡ ହେବ ବୋଲି କହିଥିଲେ। ଏହା ମଧ୍ୟରେ ନେହା ଭାସିନ ରିଦ୍ଧିମା ପଣ୍ଡିତକୁ କିସ୍ କରି ଶୋ’ର ଟିଆରପି ବଢାଇଦେଇଛନ୍ତି। ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି।

 

View this post on Instagram

 

A post shared by Voot (@voot)

ବିଗବସ୍ ଘରେ ସେମାନଙ୍କୁ ସ୍ପେଶାଲ ଟାସ୍କ ଦିଆଯାଇଛି। ଏହି ଟାକ୍ସରେ ଷ୍ଟାଚ୍ଯୁ ହୋଇଥିବା ଖେଳାଳିଙ୍କୁ କୌଣସି ପ୍ରକାରରେ ହଲିବା ପାଇଁ ବାଧ୍ୟ କରାଯିବ। ଏମିତିରେ ନେହା ଭାସିନ ରିଦ୍ଧିମାକୁ ହଲାଇବା ପାଇଁ ତାଙ୍କୁ ଲିପ୍ କିସ୍ କରୁଥିବା ନଜର ଆସିଛନ୍ତି। ଏହା ଏବେ ଭାଇରଲ ହେଉଛି ଆଉ ଏହି ଏପିସୋଡ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.