ଡିଜେ ମାର୍ସମେଲୋଙ୍କ ସହ ‘Coca Cola Tu’ ଗୀତରେ ଠୁମକା ଲଗାଇଲେ ନେହା କକ୍କଡ, ଦେଖନ୍ତୁ ଏହି ଭିଡିଓ

ସୋସିଆଲ ମିଡିଆରେ ଖୁବ ପପୁଲାର ନେହା କକ୍କଡ । ନିକଟରେ ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କୋକାକୋଲା ସଙ୍ଗରେ ଆମେରିକାର ଡିଜେ ମାର୍ସମେଲୋଙ୍କ ସହ ଠୁମକା ଲଗାଉଛନ୍ତି । ଡିଜେ ମାର୍ସମେଲୋ ବିଶ୍ୱରେ ଖୁବ ଲୋକପ୍ରିୟ । ଏବେ ସେ ଭାରତ ଆସିଛନ୍ତି ଓ ବିଭିନ୍ନ ଷ୍ଟେଜ୍‌ ସୋ କରୁଛନ୍ତି । ଡିଜେ ମାର୍ସମେଲୋ କେବେବି ନିଜର ଚେହେରା ଦେଖାନ୍ତିନାହିଁ । ନିଜ ଚେହେରାକୁ ସେ ସବୁବେଳେ କଭର କରି ରଖନ୍ତି । ନେହାଙ୍କ ସହ ତାଙ୍କର ଡ୍ୟାନ୍ସକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ।

ଦେଖନ୍ତୁ ଏହି ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.