ବର୍ଷାରେ ଭିଜିଲେ ଛୋଟ ପରଦାର ବୋଲ୍ଡ ଅଭିନେତ୍ରୀ ନିୟା ଶର୍ମା

ଦେଶର ଅନେକ ସ୍ଥାନରେ ବର୍ଷା ଋତୁ ଆରମ୍ଭ ହୋଇସାରିଛି । ଖରା ଗରମରୁ ରକ୍ଷା ପାଇ ପ୍ରଥମ ବର୍ଷାର ମଜ୍ଜା ସମସ୍ତେ ନେଉଛନ୍ତି । ତେବେ ଗରମ ପରେ ବର୍ଷାରେ ଭିଜିବାର ମଜ୍ଜା କିଛି ଅଲଗା । କିଛି ସମୟ ନିଜ ପାଇଁ କାଢ଼ି ଏଣ୍ଟରଟେନମେଣ୍ଟ ହେବା ଦ୍ୱାରା ମସ୍ତିଷ୍କ ମଧ୍ୟ ସୁସ୍ଥ ରହିଥାଏ । ତେବେ ଏହି ସମୟରେ ହିନ୍ଦୀ ଟେଲି ଅଭିନେତ୍ରୀ ମଧ୍ୟ କିପରି ପଛରେ ରହିବେ । ଛୋଟ ପରଦାର ବୋଲ୍ଡ ଅଭିନେତ୍ରୀ ନିୟା ଶର୍ମା ବର୍ଷାରେ ଭିଜି ଧମାଲ କରିଛନ୍ତି ।

325346
pc: news track english

ନିୟା ଶର୍ମା ପିଲାବେଳର ସ୍ମୃତି ମନେ ପକାଇ ବର୍ଷାରେ ଭିଜିଛନ୍ତି । ଏହାସହ ବ୍ୟାକଗ୍ରାଉଣ୍ଡରେ ମ୍ୟୁଜିକ ମଧ୍ୟ ବାଜୁଛି । ଦେଖନ୍ତୁ ଏହି ଭିଡିଓ..

 

View this post on Instagram

 

A post shared by Nia Sharma (@niasharma90)

ନିୟା ଶର୍ମାଙ୍କ ଏହି ଭିଡିଓ ଖୁବ ଭାଇରାଲ ହେଉଛି । ଏବେ ପର୍ଯ୍ୟନ୍ତ ଏହାକୁ ପାଖାପାଖି ୧.୫ ଲକ୍ଷ ଲୋକ ଦେଖିସାରିଛନ୍ତି । ତେବେ କ୍ୟାରିଅର କଥା କହିବାକୁ ଗଲେ, ନିୟା ହିନ୍ଦୀ ଟେଲିଭିଜନ ଜଗତର ଜଣେ ନିଖୁଣ ଅଭିନେତ୍ରୀ । କିନ୍ତୁ ନିଜ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ
ରୁହନ୍ତି । ନିୟା ସିରିଏଲ ଜଗତରୁ ସେ ଅନେକ ପପୁଲାରିଟି ହାସଲ କରିଛନ୍ତି ।

325534
pc: latest LY
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.