Below header

ବଚ୍ଚେ ଫିଟ୍‌ ତୋ ଦେଶ ଫିଟ୍‌ : ରିତେଶ ଏବଂ ଜେନେଲିଆଙ୍କ ୨ ବର୍ଷର ପୁଅ ଦେଲା ଫିଟନେସ୍ ଚ୍ୟାଲେଞ୍ଜ

‘ବଚ୍ଚେ ଫିଟ୍‌ ତୋ ଦେଶ ଫିଟ୍‌’ ଚ୍ୟାଲେଞ୍ଜ ଗ୍ରହଣ କଲେ ରିତେଶ ଓ ଜେନେଲିଆ ଦେଶମୁଖଙ୍କ ୨ବର୍ଷର ପୁଅ ରାହିଲ । ଚ୍ୟାଲେଞ୍ଜ ଗ୍ରହଣ କରି ଜେନେଲିୟା ଏକ ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି । ଭିଡିଓରେ ସେ ଷ୍ଟାରକିଡ୍ସ ତୈମୁର, ଆହିଲ, ଲକ୍ଷ୍ୟ ଏବଂ ୟଶ-ରୁହିଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଭିଡିଓରେ ରାହିଲ ଆଡଭେଞ୍ଚର୍ସ ଆକ୍ଟିଭିଟି କରୁଥିବାର ଦେଖବାକୁ ମିଳିଛି।

ଏହା ସହ ପଢ଼ନ୍ତୁ : ଫିଲ୍ମରେ କାମ ଦେବା ବଦଳରେ ଝିଅ ମାନଙ୍କୁ ଏହି ଡିମାଣ୍ଡ କରୁଥିଲେ ଶକ୍ତି କପୁର : ଗୋଟିଏ ଷ୍ଟିଙ୍ଗ୍ ଦୋହଲାଇ ଦେଇଥିଲା ବଲିଉଡକୁ

ଇନଷ୍ଟ୍ରକ୍ଟରଙ୍କ ଗାଇଡରେ କାନ୍ଥ ଉପରେ ଚଢୁଛନ୍ତି ରାହିଲ । ଜେନେଲିଆ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ରାହିଲ ତାଙ୍କ ବାପାଙ୍କ ଫିଟନେସ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କଲେ, ଏବେ ସେ ବଚ୍ଚା ଗ୍ୟାଙ୍ଗକୁ ଏହି ଚ୍ୟାଲେଞ୍ଜ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.