Below header

ରିଲିଜ୍‌ ହେଲା ‘ଖାନଦାନୀ ସଫାଖାନା’ର ନୂଆ ସଙ୍ଗ ଦିଲ ଜାନିୟା

ରିଲିଜ୍‌ ହୋଇଛି ‘ଖାନଦାନୀ ସଫାଖାନା’ର ନୂଆ ସଙ୍ଗ ଦିଲ ଜାନିୟା। ଏହା ଏକ ରୋମାଣ୍ଟିକ ଟ୍ରାକ। ଗୀତକୁ ଗାଇଛନ୍ତି ତୁଲସୀ କୁମାର ଓ ଜୁବିନ ନଉତିୟାଲ।। କମ୍ପୋଜ କରିଛନ୍ତି ପାୟଲ ଦେବ। ଲିରିକ୍ସ ଲେଖିଛନ୍ତି ସବୀର ଅହମ୍ମଦ। ଫିଲ୍ମରେ ସୋନାକ୍ଷୀ କ୍ଲିନିକ ଚଳାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସୋନାକ୍ଷୀ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ଡେବ୍ୟୁ କରୁଛନ୍ତି ସିଙ୍ଗର ବାଦଶାହା। ଫିଲ୍ମରେ ବରୁଣ ଶର୍ମା ଓ ଅନ୍ନୁ କପୁର ମଧ୍ୟ ନଜର ଆସିବେ। ବରୁଣ ଶର୍ମା ସୋନାକ୍ଷୀଙ୍କ ଭାଇ ଭୂମିକାରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.