ଅର୍ଦ୍ଧନଗ୍ନ ଫଟୋ ଭାଇରାଲ ହେବା ପରେ ଫ୍ୟାନ୍‌ମାନଙ୍କୁ ଏଭଳି ଅନୁରୋଧ କଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ରମ୍ୟା ପାଣ୍ଡିୟାନ୍‌ ନିଜର ଅର୍ଦ୍ଧନଗ୍ନ ଫଟୋକୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ କିଛି କାଜୁଆଲ୍‌ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଫଟୋ ଶେୟାର କରିବାର ମାତ୍ର କିଛି ଘଣ୍ଟା ଭିତରେ ତାଙ୍କର ସେମି ନ୍ୟୁଡ୍‌ ଫେକ୍‌ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

girls4

ଏହାସହ ପଢ଼ନ୍ତୁ: ଆର୍ମି ଅଫିସରଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ଏଠାରେ ଦେଖନ୍ତୁ ଖାସ୍‌ ଫଟୋ

ଫେକ୍‌ ଫଟୋଗୁଡ଼ିକରେ ରମ୍ୟାଙ୍କର ସେହି ଇମେଜ୍‌ ଥିଲା, ଯାହାକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଥିଲେ। ଟ୍ରୋଲର୍ସ ତାଙ୍କ ଫଟୋଗୁଡ଼ିକୁ ସେମି ନ୍ୟୁଡ୍‌ ଫଟୋ କରି ଭାଇରାଲ କରିଦେଇଥିଲେ। ରମ୍ୟା ନିଜ ଇନ୍‌ଷ୍ଟାଗ୍ରାମରେ ବ୍ଲୁ ଶାଢ଼ି ପିନ୍ଧି କାଜୁଆଲ ଫଟୋଗୁଡ଼ିକୁ ଶେୟାର କରିଥିଲେ। ରାମ୍ୟା ଏହି ଫଟୋରେ ସିମ୍ପଲ୍‌ ଲୁକ୍‌ରେ ଥିଲେ, କିନ୍ତୁ ଗ୍ଲାମରର୍ସ ପୋଜ୍‌ରେ ନଜର ଆସିଥିଲେ।

girls5

ଏହାସହ ପଢ଼ନ୍ତୁ: ଉନ୍ମୋଚିତ ହେଲା ଶ୍ରୀଦେବୀଙ୍କ ଉପରେ ଲିଖିତ ପୁସ୍ତକ ‘ଶ୍ରୀଦେବୀ: ଦ ଇଣ୍ଟରନାଲ ସ୍କ୍ରିନ ଗଡେସ୍‌’, ମଞ୍ଚରେ ଭାବବିହ୍ଵଳ…

ଏକ ରିପୋର୍ଟ ମୁତାବକ, ଭାଇରାଲ ଫଟୋରେ ରମ୍ୟା ଆପତ୍ତିଜନକ ସ୍ଥିତିରେ ଥିଲେ। ଏ ନେଇ ଅଭିନେତ୍ରୀ ଜଣକ କୁହନ୍ତି, କେହି ତାଙ୍କର ଫେକ୍‌ ଆଇଡି ବନାଇଥିଲେ। ଆଉ ସେହି ଆଇଡିରୁ ତାଙ୍କର ଆଶ୍ଳୀଳ ଏବଂ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲେ। ସେ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିଥିଲେ ଯେ ଯଦି କେହି ତାଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଦେଖନ୍ତି, ତା’ହେଲେ ତୁରନ୍ତ ତାଙ୍କ ସହ ସମ୍ପର୍କ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.