ଫ୍ରାଇଡେ ରିଲିଜରେ ଆଜି ହଲକୁ ଆସିବ ଫିଲ୍ମ ପାନିପତ୍, କଡା ଟକ୍କର ଦେବ ପତି ପତ୍ନୀ ଔର ବୋ

ଫିଲ୍ମ ଫ୍ରାଇଡେରେ ଆଜି ହଲ୍‌କୁ ଆସିବ ଅର୍ଜୁନ କପୁର ଓ ସଜୟ ଦତ୍ତଙ୍କ ଫିଲ୍ମ ‘ପାନିପତ’ । ଫିଲ୍ମରେ ଅର୍ଜୁନ କପୁର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଅହମ୍ମଦ ଶାହ ଅବଦାଲିଙ୍କ ଚରିତ୍ରରେ ନଜର ଆସିବେ ସଞ୍ଜୁ ବାବା । କ୍ରୀତି ସାନନ ଫିଲ୍ମରେ ପାର୍ବତୀ ବାଇ ଚରିତ୍ରରେ ନଜର ଆସିବେ । କୀର୍ତ୍ତିଙ୍କ ଏହା ପ୍ରଥମ ପିରିୟଡିକ୍‌ ଫିଲ୍ମ ।

panipattପାନିପତ୍‌କୁ କଡା ଟକ୍କର ଦେବ ପତି ପତ୍ନୀ ଔର ବୋ। କାର୍ତ୍ତିକ ଆର୍ଯ୍ୟନ, ଅନନ୍ୟା ପାଣ୍ଡେ ଓ ଭୂମି ପେଡେନକର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଏହା ଏକ କମେଡି ଫିଲ୍ମ । ରିଲିଜ ପୂର୍ବରୁ ଦର୍ଶକ ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.