Browsing Tag

photo viral

କଡ଼ା କଟକଣା ଥିବା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ନେଇଥିଲା ମୋବାଇଲ, ଏବେ ଧରାପଡ଼ି ଫଟୋ ଡିଲିଟ୍‌ କଲା

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାକୁ ନେଇ ଜୋର ଧରିଛି ଚର୍ଚ୍ଚା । ନିକଟରେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ପରେ ଫଟୋଟି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିଲା । କିନ୍ତୁ ଏବେ ସୋସିଆଲ ମିଡିଆ ଓ ଗଣମାଧ୍ୟମ ସାହାଯ୍ୟରେ ଜିଲ୍ଲା…

ମ୍ୟାରେଜ୍‌ ପରେ ଦ୍ୱିତୀୟ ପତ୍ନୀଙ୍କ ସହ ନଜର ଆସିଲେ ମୁନାୱର, ଭାଇରାଲ ହେଉଛି ଫଟୋ

ମୁନାଓ୍ଵର ଫାରୁକିଙ୍କ ଦ୍ୱିତୀୟ ବିବାହ କଥା ସାମ୍ନାକୁ ଆସିବା ପରେ ଠାରୁ ଏହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ସରପ୍ରାଇଜ୍‌ ହୋଇଯାଇଥିଲେ । ମୁନାୱର ଫାରୁକିଙ୍କ ବିବାହ ସିକ୍ରେଟ୍‌ ଭାବେ ହୋଇଥିବାରୁ, ଏହି କପଲଙ୍କର କୌଣସି ଫଟୋ…

‘ବିଗ୍‌ ବସ୍‌ ୧୬’ର ଫେମ୍‌ ଅବ୍ଦୁ ରୋଜିକ୍‌ କଲେ ନିର୍ବନ୍ଧ, ସାମ୍ନାକୁ ଆସିଲା ଫଟୋ

ଟିଭି ରିଆଲିଟି ସୋ 'ବିଗ୍ ବସ୍ ୧୬' ସହିତ ସମସ୍ତଙ୍କ ମନ ଜିତିଥିବା ଅବ୍ଦୁ ରୋଜିକ୍‌ ଖୁବ୍ ଶୀଘ୍ର ମ୍ୟାରେଜ୍‌ କରିବାକୁ ଯାଉଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ତାଙ୍କ ଫ୍ୟାନ୍ସଙ୍କୁ ଭଲ ଖବର ଦେଇଥିଲେ ଏବଂ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ପ୍ରକାଶ…

‘ବିଗ୍‌ ବସ୍‌ ୧୭’ ସୁଟିଂ ସେଟ୍‌ରୁ ସଲମାନ ଖାନ୍‌ଙ୍କ ଫଟୋ ଭାଇରାଲ, ଭିନ୍ନ ଲୁକ୍‌ରେ ଆସିଲେ ନଜର

ବଲିଉଡ ଭାଇଜାନ ସଲମାନ ଖାନ୍‌ ସବୁବେଳେ ତାଙ୍କ ଫିଲ୍ମ ଓ ତାଙ୍କ ବୋଲ୍ଡ ଲୁକ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଭାଇଜାନ ହୋଷ୍ଟ କରୁଥିବା ସବଠାରୁ ହାଇ ବଜେଟ୍ ସୋ ବିଗ୍‌ ବସ୍‌ କୁ ନେଇ ସବୁବେଳେ ପ୍ରାୟ ଚର୍ଚ୍ଚା ଲାଗି ରହିଥାଏ । ଏଇ କିଛି ଦିନ ହେବ ବିଗ୍‌ ବସ୍‌ ଓଟିଟି ସିଜିନ୍‌ ୨ ଶେଷ…

ଭାଇରାଲ ହେଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଅନ୍ତରଙ୍ଗ ଫଟୋ, ରାଗିଯାଇ ଷ୍ଟେଟମେଣ୍ଟ ରଖିଲେ ଆକ୍ଟ୍ରେସ

କେନ୍ୟୁଜ : ଏବେ ଏବେ ସୁକେଶଙ୍କ ସହ ଆକ୍ଟ୍ରେସ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଫଟୋ ଭାଇରାଲ ହେଉଛି । ଯାହାକୁ ନେଇ ଜ୍ୟାକଲିନ ବହୁତ ହି ଅସନ୍ତୁଷ୍ଟ ଅଛନ୍ତି । ତେଣୁ ସେ ନିଜ ମିଡିଆ ଫ୍ରେଣ୍ଡ୍ସଙ୍କୁ ଅନୁରୋଧ କରିଛନ୍ତି କି ଦୟାକରି ମୋ ପ୍ରାଇଭେସିର ଧ୍ୟାନ ରଖନ୍ତୁ । ବଲିବୁଡର ଅଭିନେତ୍ରୀ…

ମାତୃତ୍ୱ ଦେଖାଇଲା କୁକୁର, ବିଲେଇକୁ କରାଇଲା ସ୍ତନ୍ୟପାନ

ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତର ରଢ଼ଙ୍ଗା ଗ୍ରାମରେ ମାତୃତ୍ୱର ନିଆରା ସମ୍ପର୍କ ଦେଖିବାକୁ ମିଳିଛି। ଆଜିକାର ବସ୍ତୁବାଦୀ ସମାଜରେ ମଣିଷ ମଣିଷକୁ ସାହାଯ୍ୟ କରୁନଥିବା ବେଳେ ଗୋଟିଏ ପଶୁ ଅନ୍ୟ ଏକ ପଶୁକୁ ସ୍ତନ୍ୟପାନ କରାଉଥିବା ଦୃଶ୍ୟ ଦେଖିବାକୁ…

ଜନ୍ମାଷ୍ଟମୀ ପାଇଁ ଭାଇରାଲ ହେଲା ଏହି କୁନି କଳାକାରଙ୍କ ଫଟୋ, ଦେଖନ୍ତୁ ଏବେର ରିଅଲ ଫଟୋ

ଆପଣ ଟିଭିରେ ଅନେକଙ୍କୁ କୃଷ୍ଣଙ୍କ ଅଭିନୟ କରୁଥିବାର ଅନେକବାର ଦେଖିଥିବେ । ଏହା ଜରିଆରେ ଦର୍ଶକଙ୍କୁ ଜଣାଯାଏ ଯେ, କୃଷ୍ଣ ବହୁତ ସୁନ୍ଦର । କିଛି ଏଭଳି ଭାବେ ନିଜର ଅଭିନୟ କଳା ପ୍ରଦର୍ଶନ କରିଥାନ୍ତି , ପରେ ସେମାନଙ୍କୁ ଅସଲ ଜୀବନରେ କୃଷ୍ଣ ବୋଲି ଭାବି ନିଅନ୍ତି । ଏମିତି ଅନେକ ସିିରିଏଲ…

ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କକ ଫଟୋ ଚିତ୍ର ଭାଇରାଲ୍

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋ ଚିତ୍ର ପୁଣି ଫେସବୁକରେ ଭାଇରାଲ ଅଭିଯୋଗ। ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି…

କରୋନରେ ପୀଡିତ ହୋଇ ହସପିଟାଲରେ ଆଡମିଟ୍ ହୋଇଥିଲେ ମନ୍ତ୍ରୀ, ଏବେ କିନ୍ତୁ ୱାର୍ଡରେ ମାରୁଛନ୍ତି ପୋଛା: ଫଟୋ ଭାଇରଲ

ଦେଶରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଗରିବ ଠାରୁ ଆରମ୍ଭ କରି ଧନୀ ସମସ୍ତଙ୍କୁ ନିଜ କବ୍ଜାରେ କରିସାରିଛି ଏହି ମହାମାରୀ। ଏହା ମଧ୍ୟରେ ମିଜୋରାମ ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଶକ୍ତି ମନ୍ତ୍ରୀ ଜଣକ ଏହି ଫଟୋରେ ଏକ ପୋଛା…

କ୍ରିତି ସାନନ୍‌ଙ୍କ ଏହି ଫଟୋ ଦେଖି ନିଜକୁ ରୋକି ପାରିଲେନି ବିଗ-ବି, ଦେଲେ କିଛି ଏମିତି କମେଣ୍ଟ

ବଲିଉଡର କଳାକାରଙ୍କୁ ଆପଣ ସୋସିଆଲ ମିଡିଆରରେ ଆକ୍ଟିଭ ଥିବାର ଦେଖୁଥିବେ। ନିଜ ଡେଲି ଲାଇଫର ପ୍ରତ୍ୟେକଟି ମୂହୁର୍ତ୍ତକୁ କ୍ୟାପଚର କରି ସୋସିଆଲ ମିଡିଆରେ ସେମାନେ ପୋଷ୍ଟ କରିଥାନ୍ତି। ଯେକୌଣସି ସୁଟ୍‌ ହେଲେ ଏହାର ଫଟୋକୁ ନିଜ ଆକାଉଣ୍ଟରେ ହାସଟ୍ୟାଗ୍‌ ସହ ଅପଡେଟ କରନ୍ତି। ଏବେ ଏମିତି ଏକ…

ମା’ ହେବାକୁ ଯାଉଛନ୍ତି ନେହା କକ୍କର, ୪୫ ଦିନ ପୂର୍ବରୁ କରିଥିଲେ ବିବାହ, ଫଟୋ ଭାଇରଲ

ବଲିଉଡ ସିଙ୍ଗର ନେହା କକ୍କର ନିଜ ଫ୍ଯାନଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି। ନେହା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହିତ ବହୁତ କ୍ଯୁଟ୍ ଏବଂ ରୋମାଣ୍ଟିକ ଫଟୋ ସେୟାର କରିଥିଲେ। ଯେଉଁଥିରେ…

କିଙ୍ଗଖାନଙ୍କ ଝିଅ ପାଖରେ ହେଲା ଡ୍ରେସର ଅଭାବ, ଏବେ ପିନ୍ଧୁଛନ୍ତି ମା’ ଗୌରୀଙ୍କ ପୁରୁଣା ଡ୍ରେସ

ଲକଡାଉନରେ କିଙ୍ଗଖାନଙ୍କ ଝିଅ ସୁହାନା ଘରେ ବସି ବୋରିଂ ହେଉଛନ୍ତି। ତେଣୁ ମା’ଙ୍କ ସହିତ ସବୁବେଳେ କିଛି ନୂଆ କରିବାକୁ ଚାହୁଁଚନ୍ତି। ନିକଟରେ ମା’ ଗୌରୀଙ୍କ ସହିତ ମିଶି ଫଟୋଶୁଟ୍‌ କରିଥିଲେ ସୁହାନା। ଏବେ ପୁଣି ସୁହାନା ଆସିଛନ୍ତି ଚର୍ଚ୍ଚା। ତାହା ପୁଣି କୌଣସି ଫଟୋଶୁଟ୍‌ କିମ୍ବା ଫିଲ୍ମ ପାଇଁ…