ଶ୍ୱେତା ତିଓ୍ଵାରୀ କଲେ ହଟ୍‌ ଗ୍ଲାମର୍ସ ଫଟୋସୁଟ୍‌, ଦେଖିବା ପରେ ଫ୍ୟାନ୍‌ ହେଲେ ମତୁଆଲା; ଥରେ ନଜର ପକାନ୍ତୁ

ଟିଭିର ସଂସ୍କାରୀ ବୋହୂ ଶ୍ୱେତା ତିଓ୍ଵାରୀ ନିଜ ଆକ୍ଟିଂ ସମେତ ମଡେଲିଂ ଯୋଗୁ ମଧ୍ୟ ବେଶ୍‌ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି। ପାରିବାରିକ ଜୀବନ ଯୋଗୁ ଚର୍ଚ୍ଚାରେ ରହୁଥିବା ଶ୍ୱେତା ତିଓ୍ଵାରୀ ଏବେ ଏକ ଫଟୋସୁଟ୍‌ କରି ଲାଇମ୍‌ଲାଇଟ୍‌କୁ ଆସିଛନ୍ତି। ଏହି ଫଟୋରେ ଶ୍ୱେତା ତାଙ୍କ ଝିଅଠାରୁ ମଧ୍ୟ ୟଙ୍ଗ୍‌ ଲାଗୁଛନ୍ତି।

ଦେଖନ୍ତୁ ଫଟୋ:

ନିକଟରେ ଶ୍ୱେତା ତିଓ୍ଵାରୀ ଏକ ସିମରୀ ଗାଉନ୍‌ ପିନ୍ଧି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଶ୍ୱେତା ବେଶ୍‌ ଷ୍ଟନିଂ ଲାଗୁଛନ୍ତି। ଫଟୋରେ ଶ୍ୱେତା ଇଣ୍ଡିଆନ୍‌ ଫ୍ୟାଶନ୍‌ ହାଉସ୍‌ ତିଆରି କରିଥିବା ଓ୍ଵାନ୍‌ ଶୋଲ୍ଡର ହାଇ-ଥାଇ ସ୍ଲିଟ୍‌ ପ୍ୟାଟର୍ଣ୍ଣର ସିମରୀ ଗାଉନ୍‌ ପିନ୍ଧିଛନ୍ତି। ଶ୍ୱେତାଙ୍କର ଏହି ଆଉଟ୍‌ଫିଟ୍‌କୁ ର‍୍ୟାପ୍‌ ଲୁକ୍‌ ଦିଆଯାଇଛି। ଏହାର ଅଣ୍ଟା ପାଖ କଟ୍‌ଆଉଟ୍‌ରେ ଏକ ବଡ଼ ଫୁଲ ତିଆରି ହୋଇଛି। ଏସବୁ ଫଟୋକୁ ଶ୍ୱେତା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହାକୁ ଫ୍ୟାନ୍‌ ବେଶ୍‌ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.