ଭାରତର କାଇଲି ଜେନର ଏହି ଅଭିନେତ୍ରୀଙ୍କ ଝିଅ, ଫଟୋ ଦେଖି ଫ୍ୟାନ କରୁଛନ୍ତି ଏମିତି କମେଣ୍ଟ

ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ ତିଓ୍ଵାର ଏପର୍ଯ୍ୟନ୍ତ ଆକ୍ଟିଂରେ ଡେବ୍ୟୁ କରିନାହାନ୍ତି। କିନ୍ତୁ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସଙ୍ଗେ ସଙ୍ଗେ ପ୍ୟାନ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏମିତି ଭାଇରାଲ ହେଉଛି, ଯାହା ଅନ୍ୟ କେଉଁ ଅଭିନେତ୍ରୀଙ୍କର ହେଉନାହିଁ। ନିକଟରେ ଶ୍ୱେତାଙ୍କ ଝିଅ ପଲକଙ୍କ ଦୁଇଟି ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖି ଦର୍ଶକେ ତାଙ୍କ କାଇଲି ଜେନର ବୋଲି କହିଛନ୍ତି।

 

View this post on Instagram

 

Quite literally a bed head

A post shared by Palak Tiwari (@palaktiwarii) on

ଏହି ଫଟୋରେ ପଲକ ବେଡରେ ଶୋଇ ସେଲଫି ନେଇଛନ୍ତି। ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ ୟେ ବାଲ ବିନା ଛୁଏ’। ସେ ବେଡରେ ଶୋଇ ଯେଉଁଭଳି ଭାବେ ସେଲଫି ନେଇଛନ୍ତି, ସେହି ଫଟୋ ଦେଖି ପ୍ୟାନ ପୁରା ପାଗଳ ହୋଇଯାଇଛନ୍ତି। ଏହି ଫଟୋରେ ଧଳା ଟପ୍‌ ପିନ୍ଧି ପଲକ ବହୁତ ସେନ୍ସସନାଲ ଲୁକ୍‌ରେ ନଜର ଆସିଛନ୍ତି। ଏଥିପାଇଁ ପଲକଙ୍କୁ କାଇଲି ଜେନର ବୋଲି ପ୍ରଶଂସକ କହିଛନ୍ତି। ସୂଚନାଯୋଗ୍ୟ, ପଲକ ତିଓ୍ଵାରୀ ଏବଂ ଶ୍ୱେତା ତିଓ୍ଵାରୀଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି। ଦୁହେଁ ସୋସିଆଲ ମିଡିଆରେ ଏକାଠି ଫଟୋ ଶେୟାର କରୁଛନ୍ତି। ପଲକ ଶ୍ୱେତାଙ୍କ ପୋଷ୍ୟ ସନ୍ତାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.