ବଲିଉଡ୍‌ ଡ୍ରଗ୍ସ ମାମଲା : NCB ଅଫିସରେ ପହଁଚିଲେ ଶ୍ରଦ୍ଧା କପୁର, ଦୀପିକାଙ୍କୁ ଜାରୀ ରହିଛି ପଚରାଉଚୁରା

ବଲିଉଡ୍‌ ଡ୍ରଗ୍ସ କେସରେ ଆଜି ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଦିନ। ଆକ୍ଟ୍ରେସ ଦୀପିକା ପାଦୁକୋନଙ୍କୁ ଏନସିବି ଶନିବାର ସକାଳ ୧୦ ଟାରେ ଡକାଇଥିଲା। ଯାହାପରେ ଦୀପିକା ଏନସିବି ଗେଷ୍ଟହାଉସରେ ପହଁଚିସାରିଛନ୍ତି। ଦୀପିକାଙ୍କୁ କେପିଏସ୍‌ ମଲହୋତ୍ରା ଲିଡରସିପରେ ପଚରାଉଚୁରା କରାଯାଉଛି।

dipikaaସେହିପରି ୧୦.୩୦ରେ ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବିର ଏକ୍ସଚେଞ୍ଚ ବିଲଡିଙ୍ଗ୍‌ ଅଫିସ ପହଁଚିବାର ଥିଲା। ଶ୍ରଦ୍ଧା କପୁର ଏନସିବି ଅଫିସରେ ପହଁଚି ସାରିଛନ୍ତି। ସାରାଙ୍କର ପର୍ସନାଲ ଗାର୍ଡ ଏନିସିବି ଅଫିସର ସୁରକ୍ଷା ବ୍ୟବସ୍ଥାକୁ ଦେଖି ଗଲେ।

rakullସେହିପରି ଶୁକ୍ରବାର ରାକୁଲପ୍ରୀତ ସିଂହଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରାଯାଉଥିଲା। ରିପୋର୍ଟ ମୁତାବକ ରାକୁଳପ୍ରୀତ ସବୁ ଦୋଷ ରିୟା ଚକ୍ରବର୍ତ୍ତୀଙ୍କ ମୁଣ୍ଡକୁ ଲଦିଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.