ଘର ପୋଛିଲେ ତୈମୁର ଅଲ୍ଲୀ ଖାନଙ୍କ ଭଉଣୀ ଇନାୟା, ଭାଇରାଲ ହେଉଛି ଭିଡିଓ

ତୈମୁର ଅଲ୍ଲୀ ଖାନଙ୍କ ପରେ ତାଙ୍କ ଭଉଣୀ ଇନାୟାଙ୍କ ଭିଡିଓକୁ ଲୋକେ ଏବେ ଖୁବ୍‌ ପସନ୍ଦ କରୁଛନ୍ତି। ତୈମୁରଙ୍କ ଭଳି ତାଙ୍କ ଭଉଣୀ ଇନାୟା ମଧ୍ୟ ଦେଖିବାକୁ ବହୁତ କ୍ୟୁଟ୍‌। କୁଶାଲ ଖେମୁ ଏବଂ ସୋହା ଅଲ୍ଲୀ ଖାନଙ୍କ ଝିଅ ଇନାୟାଙ୍କର ପୁଣି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


ଏହି ଭିଡିଓରେ ସେ ନିଜ ଭାଇ ତୈମୁରଙ୍କ ଭଳି କ୍ୟୁଟ୍‌ ଅନ୍ଦାଜରେ ନଜର ଆସୁଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସେ ତାଙ୍କ ଘରେ ପୋଛା ମାରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ତାଙ୍କ କ୍ୟୁଟନେସ୍‌ ଦେଖି ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

taimur inayaଇନାୟାଙ୍କ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ସେହିପରି ଇନାୟାଙ୍କୁ ଦେଖି ଫ୍ୟାନ୍ସ କହୁଛନ୍ତି ଇନାୟା ସାରା ଅଲ୍ଲୀ ଖାନଙ୍କ ଭଳି ଦେଖିବାକୁ। ଗତ ଦିନରେ ଇନାୟାଙ୍କର ଆଉ ଏକ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହୋଇଥିଲା ଏବଂ ଦଶର୍କ ମଧ୍ୟ ତାଙ୍କର କ୍ୟୁଟ୍‌ ଭିଡିଓକୁ ଖୁବ୍‌ ପସନ୍ଦ କରିଥିଲେ।

 

View this post on Instagram

 

Here’s to spreading light this Bhai Dooj #happybhaidooj

A post shared by Kunal Kemmu (@khemster2) on


ଇନାୟାଙ୍କ ପାପା କୁଶାଲ ଖେମୁ ମଧ୍ୟ ତାଙ୍କର ଆଉ ଏକ ଭିଡିଓ ଇନଷ୍ଟଗ୍ରାମରେ ପୋଷ୍ଟ କରିଥିଲେ। ଏଥିପରେ ଇନାୟା ଜବରଦସ୍ତ ଭାବରେ ଗାୟତ୍ରୀ ମନ୍ତ୍ର କହୁଥିବା ଦେଖିବାକୁ ମିଳିଥିଲା।