Below header

ଲକଡାଉନ ସମୟରେ ରିଲିଜ ହେଲା ଉର୍ବଶୀ ରୌତେଲାଙ୍କ ନୂଆ ଗୀତ ‘କଂଗନା ଭିଲାୟାତି’, ମାତ୍ର କେଇ ଘଣ୍ଟାରେ ଯାଇଯାଇଛି ଇଣ୍ଟରନେଟରେ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନୂଆ ଗୀତ ‘କଂଗନା ଭିଲାୟତି’ ଲକଡାଉନ ସମୟରେ ରିଲିଜ ହୋଇଯାଇଛି। ଏହି ଗୀତ ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ୟୁଟ୍ୟୁବରେ ଧମାଲ ମଚି ଯାଇଛି।

ଏହି ଭିଡ଼ିଓରେ ଉର୍ବସୀଙ୍କୁ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ମିଳୁଛି। ତାଙ୍କର ଏହି ଗୀତ ଶୁକ୍ରବାର ସନ୍ଧ୍ୟାରେ ରିଲିଜ ହୋଇଥିଲା। ଉର୍ବଶୀ ରୌତେଲା ନିକଟରେ ଏହି ଗୀତ ବିଷୟରେ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଉର୍ବଶୀ ଫିଲ୍ମ ବ୍ୟତୀତ ନିଜର ମ୍ୟୁଜିକ ଭିଡିଓ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.