• Likes
  • Followers
  • Followers
  • Subscribers
  • Subscribe
  • Friday, April 17, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ମନୋରଂଜନ
  • ବିଦ୍ୟା ବାଲାନଙ୍କ ନାମରେ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗ, ଥାନାରେ କେସ୍‌ କଲେ ଅଭିନେତ୍ରୀ

ବିଦ୍ୟା ବାଲାନଙ୍କ ନାମରେ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗ, ଥାନାରେ କେସ୍‌ କଲେ ଅଭିନେତ୍ରୀ

ବିଦ୍ୟାଙ୍କ ନାମରେ ଜଣେ ବ୍ୟକ୍ତି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ଯାହା ଜାଣିବା ପରେ ବିଦ୍ୟା ବାଲାନ ମୁମ୍ବାଇର ଖର୍ ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ FIR ଦେଇଛନ୍ତି ।

By Swagatika On Feb 21, 2024
Vidya
Image Credit: Instagram/vidyabalan

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଗତକିଛି ହେଲାଣି ଚର୍ଚ୍ଚାରେ ରହିଛନ୍ତି । ବିଦ୍ୟା କୌଣସି ଫିଲ୍ମ ନୁହେଁ ବରଂ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ପାଇଁ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବିଦ୍ୟାଙ୍କ ନାମରେ ଜଣେ ବ୍ୟକ୍ତି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ଯାହା ଜାଣିବା ପରେ ବିଦ୍ୟା ବାଲାନ ମୁମ୍ବାଇର ଖର୍ ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ FIR ଦେଇଛନ୍ତି ।

ଖବର ମୁତାବକ, ଇନଷ୍ଟାଗ୍ରାମରେ ଜଣେ ଅଜଣା ବ୍ୟକ୍ତି ବିଦ୍ୟା ବାଲନଙ୍କ ନାମରେ ଏକ ଫେକ୍ ଆକାଉଣ୍ଟ ତିଆରି କରି ବଲିଉଡ଼ ସହିତ ଜଡ଼ିତ ଲେକଙ୍କୁ ଠକିବା ପାଇଁ ଚେଷ୍ଟା କରିଥିଲେ । ଚାକିରିର ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ଟଙ୍କା ମାଗୁଥିଲେ । ଏହି ବିଷୟରେ ବିଦ୍ୟା ବାଲନ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଖର୍ ପୋଲିସ ଷ୍ଟେସନରେ ITର ଧାରା ୬୬(ସି) ଅନୁଯାୟୀ ସେହି ଅଜଣା ବ୍ୟକ୍ତିଙ୍କ ନାଁରେ ଏକ FIR ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

Bollywood actress Vidya Balan lodged an FIR against an unknown person for creating a fake Instagram account in her name and asking for money from people. An unknown person who created an identical Instagram ID asked people for money by assuring them of jobs. Khar Police has…

— ANI (@ANI) February 21, 2024

ବିଦ୍ୟା ବାଲାନ ଫିଲ୍ମରେ କମ୍ ନଜର ଆସୁଥିଲେ ବି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ଅଛନ୍ତ । ତାଙ୍କ ଇନଷ୍ଟାଗ୍ରାମରେ ୯ ମିଲିୟନରୁ ଅଧିକ ଫ୍ୟାନ ଫଲୋୟର୍ସ ରହିଛନ୍ତି । ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା ୩’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ମଞ୍ଜୁଲିକା ଭୂମିକା ପାଇଁ ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯାଉ ବୋଲି ଫ୍ୟାନ୍ସ କହିଛନ୍ତି ।

instagram accountvidya balan
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ସଂପୂର୍ଣ୍ଣ ଖୋଲିଲା ଷ୍ଟ୍ରେଟ୍ ଅଫ ହର୍ମୁଜ, ଇରାନର ବଡ଼ ଘୋଷଣା

    Apr 17, 2026 0
  • ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ପୂରଣ ହେବ : ମୁଖ୍ୟମନ୍ତ୍ରୀ

    Apr 17, 2026 0
  • ପୁଅ ଆଗରେ ଚାଲିଗଲା ବାପାର ଜୀବନ, ବାଇକକୁ ପଛରୁ ପିଟିଲା ଟ୍ରକ

    Apr 17, 2026 0
  • KIIT ରେ ଅତ୍ୟାଧୁନିକ ପିକଲବଲ୍ କୋର୍ଟ ଉଦଘାଟନ କଲେ ଟାଇମ୍‍ସ…

    Apr 17, 2026 0
  • କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍, ସପକ୍ଷରେ ୨୯୮ ଭୋଟ ଓ…

    Apr 17, 2026 0
  • ବଢ଼ିଲା ରାହୁଲଙ୍କ ଅଡ଼ୁଆ, ବିରୋଧରେ FIR ପାଇଁ ଆହ୍ଲାବାଦ…

    Apr 17, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ