ସଂଜୟ କପୁରଙ୍କ ଏକ୍ସ-ପତ୍ନୀଙ୍କ ସହିତ ଲୁଚାଛପା ନିର୍ବନ୍ଧ କଲେ କମାଣ୍ଡୋ ଷ୍ଟାର ! ଫଟୋ ଦେଖି ଫ୍ଯାନ କରୁଛନ୍ତି ଆକଳନ

‘କମାଣ୍ଡୋ’ ଫିଲ୍ମ ଷ୍ଟାର ବିଦ୍ଯୁତ ଜାମୱାଲ ଏବଂ ଫ୍ଯାଶନ ଡିଜାଇନର ନନ୍ଦିତା ମହତାନୀଙ୍କୁ ନେଇ ଏବେ ଚର୍ଚ୍ଚା। ଦୁହେଁ ତାଜମହଲ ସାମ୍ନାରେ ଫଟୋ ଉଠାଇଥିବା ଦେଖି ଫ୍ଯାନ ତୁରନ୍ତ ଚର୍ଚ୍ଚା କରିବା ଆରମ୍ଭ କରିଦେଇଛନ୍ତି।

ନେହା ଧୂପିଆ ଇନଷ୍ଟାଗ୍ରାମରେ ଏମାନଙ୍କ ଫଟୋର ସ୍କ୍ରିନସଟ୍ ପୋଷ୍ଟ କରିଛନ୍ତି। ଯେଉଁଥିରେ ନନ୍ଦିତାଙ୍କ ହାତରେ ମୁଦି ଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ନେହା ଲେଖିଛନ୍ତି, ‘ ଏପର୍ଯ୍ଯନ୍ତର ସବୁଠାରୁ ଭଲ ଖବର… ଅଭିନନ୍ଦନ… ।

 

View this post on Instagram

 

A post shared by Singu_is_life (@its_kanchu)

ଏହାକୁ ଦେଖି ଫ୍ଯାନ ଆକଳନ କରୁଛନ୍ତି କି, ଦୁହେଁ ହୁଏତ ଲୁଚାଛପା ନିର୍ବନ୍ଧ କରିସାରିଛନ୍ତି। କିନ୍ତୁ ଏହା ପଛର ସତ୍ଯତା କ’ଣ ତାହା ପରେ ଜଣାପଡିଛି। ସୂଚନାଯୋଗ୍ଯ, ନନ୍ଦିତା କରିସ୍ମା କପୁରଙ୍କ ସ୍ବାମୀ ସଂଜୟ କପୁରଙ୍କ ପୂର୍ବତନ ପତ୍ନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.