ଲାଜେଇଲେ ୟାମୀ ! କାରରୁ ଓଲ୍ହାଇବା ସମୟରେ ତାଙ୍କ ସହ ଘଟିଲା ଏମିତି କିଛି….ଆଉ ତା ପରେ…

ନିକଟରେ ୟାମୀ ଗୌତମ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ନିକଟରେ ଏହି ସୁନ୍ଦରୀ ଆକ୍ଟ୍ରେସ ଜଣଙ୍କର “ଏ ଥରସଡେ” ରିଲିଜ ହୋଇଛି । ଯେଉଁଥିରେ ୟାମୀଙ୍କ ରୂପକୁ ଦେଖି ଲୋକଙ୍କ ଆଖି ଖୋଲା ରହିଯାଉଛି । ପୁଣି ଥରେ ଏହି ଅଭିନେତ୍ରୀ ଜଣକ ଖବରକୁ ଆସିଥିବା ବେଳେ କିନ୍ତୁ ଏହା ପଛର କାରଣ କିଛିଟା ଭିନ୍ନ ରହିଛି । ଏଥର ନିଜ ଆଉଟ ଫିଟକୁ ନେଇ ଆଲୋଚନାର ପରିସରକୁ ଆସିଛନ୍ତି । ଯେଉଁଥିରେ ନିଜକୁ ଖୁବ ଅସହଜ ମନେ କରୁଛନ୍ତି ୟାମୀ । ଆଉ ଏହି ସମୟରେ ବାରମ୍ବାର ନିଜକୁ ବଂଚେଇ ବାକୁ ଚାହୁଁଛନ୍ତି ୟାମୀ ।

 

View this post on Instagram

 

A post shared by Viral Bhayani (@viralbhayani)

ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ୟାମୀ ଗୌତମଙ୍କ ଫ୍ୟାନ ଫଲୋଇଙ୍ଗଙ୍କ ସଂଖ୍ୟା ଖୁବ ଅଧିକ । ଫ୍ୟାନ୍ସ ମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି । ନିଜ କ୍ୟାରିୟରରେ ୟାମୀ ଜଣେ ପରେ ଜଣେ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି । ଅନେକ ବଡ ଫିଲ୍ମରେ ବି କାମ କରିଛନ୍ତି ୟାମୀ । ସୋସିଆଲ ମିଡ଼ିଆରେ ବି ଖୁବ ଆକ୍ଟିଭ ରହୁଥିବାର ଦେଖାଯାଏ ୟାମୀଙ୍କୁ । ନିଜ ଫ୍ୟାନ୍ସ ମାନଙ୍କ ପାଇଁ କିଛି ନା କିଛି ଲେଖି ପୋଷ୍ଟ କରନ୍ତି ୟାମୀ । ଆଉ ଏହି କାରଣରୁ ବୋଧେ ଫ୍ୟାନ୍ସ ମାନେ ତାଙ୍କୁ ଅଧିକ ପସନ୍ଦ କରନ୍ତି । ତାଙ୍କ ପୋଷ୍ଟ ଗୁଡିକରେ ବି ଫ୍ୟାନ୍ସ ମାନେ ଅନେକ କମେନ୍ଟ ଦେଇଥାନ୍ତି । ନିକଟରେ ୟାମୀଙ୍କ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ କହିରଖିବା ଉଚିତ ହେବକି ୟାମୀ ଖୁବ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ତଳେ ନିଜ ବିବାହକୁ ନେଇ ବି ଆଲୋଚନାର ପରିସରକୁ ଆସିଥିଲେ ଏହି ସୁନ୍ଦରୀ ଜଣଙ୍କ । ଭିଡିଓ ଟିରେ ଆପଣ ଦେଖିପାରିବେ ଏକ କାରରୁ ୟାମୀ ଓଲ୍ହାଉଛନ୍ତି । ଆଉ ଏହି ସମୟରେ ସେ ଏକ ଗହିରା ବେକର ଡ୍ରେସ ଟିଏ ପିନ୍ଧିଛନ୍ତି ୟାମୀ । ଆଉ ଏହି କାରଣରୁ ବୋଧହୁଏ ନିଜକୁ ଖୁବ ଅସହଜ ମନେ କରୁଛନ୍ତି ୟାମୀ । ଆଉ ଏହି କାରଣରୁ ବୋଧ ହୁଏ ବାରମ୍ବାର ନିଜ ଡ୍ରେସ ଉପରେ ହାତ ରଖି ଘୋଡାଇବାକୁ ଚେଷ୍ଟା କରୁଛନ୍ତି ।

ଆଉ ଖୁବ ଶୀଘ୍ର ସେ ଦସଂଵି, ଓଏମଜି 2 ପରି ବଡ ବଡ ଫିଲ୍ମର ନାଁ ରହିଛି । ଫିଲ୍ମ “ଦସଂଵି”ରେ ଅଭିଷେକ ବଚନଙ୍କ ସହ ସ୍କ୍ରିନ ସେୟାର କରିବେ ୟାମୀ | ଯେବେକି ଓଏମଜି 2 ରେ ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ସହ ଦେଖାଦେବେ ୟାମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.