ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ନିଜକୁ ଠିକ୍ ପ୍ରମାଣିତ କରିବାରେ ସଫଳ ହେବେ। କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗ୍ରତ ହେବ। ବାଲ୍ୟ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ। ବେପାରରେ ଲାଭ ପାଇବେ।

brushaବୃଷ: ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ। ବେପାରରେ ପୁରୁଣା ନିବେଶ ଅର୍ଥ ଫେରିପାଇବେ। ପରିବାରରେ ଖୁସି ବୃଦ୍ଧି ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
mithunaମିଥୁନ: ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଜୀବନସାଥୀ ଆପଣଙ୍କୁ ପ୍ରଶ˚ସା କରିବେ। ଆପଣଙ୍କର କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।

karkataକର୍କଟ: ଅଫିସରେ ଆପଣଙ୍କୁ ଅଶାନ୍ତି ଅନୁଭବ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ। ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ବେପାରରେ ଉନ୍ନତି ହେବ।

singhaସି˚ହ: ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ସକାରାତ୍ମକ ଭାବନାରେ ମଗ୍ନ ରୁହନ୍ତୁ। ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ପୁଞ୍ଜି ବଜାରରେ ନିବେଶ ପାଇଁ ନୂଆ ପରାମର୍ଶ ପାଇପାରନ୍ତି।

kanyaକନ୍ୟା: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପରିଜନଙ୍କର ପୂରା ସହଯୋଗ ପାଇବେ। ଧାର ଦେଇଥିବା ଅର୍ଥ ମିଳିପାରେ। ବିଦ୍ୟାର୍ଥୀଙ୍କର ଅଧୢୟନରେ ମନ ଲାଗିବ।
tulaaତୁଳା: ଧାର୍ମିକ ଭାବନାରେ ଅଧିକ ସମୟ ବିତିବ। ଚାକିରି ବୃତ୍ତିରେ କିଛି ପରିବର୍ତ୍ତନ ହୋଇପାରେ। ନିଜର ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

bichhaବିଛା: ମୁଣ୍ଡରେ ନୂଆ ନୂଆ ଚିନ୍ତା ଘୂରିବୁଲିବ। ଆପଣ ପରିଶ୍ରମର ସ˚ପୂର୍ଣ୍ଣ ଫଳ ପାଇବେ। ଆର୍ଥିକ ପ୍ରସଙ୍ଗକୁ ନେଇ ଟିକେ ସତର୍କ ରୁହନ୍ତୁ। ଅବିବାହିତଙ୍କୁ ଭଲ ଖବର ମିଳିପାରେ।

dhanuଧନୁ: ବେପାରରୁ ପ୍ରଚୁର ଲାଭ ପାଇବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ଘରୋଇ କାମ ବିନା ବାଧାରେ ସ˚ପୂର୍ଣ୍ଣ ହେବ। କୌଣସି କାମରେ ଅନ୍ୟମାନଙ୍କର ସାହାଯ୍ୟ ମିଳିବ।
makaraମକର: ଆପଣଙ୍କୁ ଆନନ୍ଦଦାୟକ ଅନୁଭୂତି ମିଳିବ। ଖାସ୍‌ କାମରେ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

kumbhaକୁମ୍ଭ: ଆପଣଙ୍କର ଶକ୍ତିର ସ୍ତର ଭଲ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ଲାଗିରହିଥିବା ଅଶାନ୍ତି ଦୂର ହେବ। ସୁସମ୍ବାଦ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

minaମୀନ: କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ। ବ୍ୟବସାୟରେ ଲାଭ ପାଇବେ। ରାଜନୈତିକ ଲୋକଙ୍କ ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.