ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ମନ ଖୁସି ରହିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

brushaବୃଷ: ନିଜ ଲୋକମାନେ ଶତ୍ରୁଭଳି ବ୍ୟବାହର କରିବେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଗାଈକୁ ଖାଇବାକୁ ଦିଅନ୍ତୁ।

mithunaମିଥୁନ: ନୂତନ କଳ୍ପନା ଭିତରେ ଗତି କରି ଚାଲିବେ। କଳାତ୍ମକ ଦିଗରେ ମନ ବଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

karkataକର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତାନ୍ତର ହୋଇପାରେ। ଅନ୍ୟମାନଙ୍କ ପାଇଁ ଯେତେ ଭଲ କାମ କଲେ ମଧ୍ୟ ସୁନାମ ମିଳିବାରେ କଷ୍ଟ ହେବ। ମନ ବିଚଳିତ ରହିବ।

singhaସିଂହ: ଶୁଭ ଖବର ଶୁଣି ପାରନ୍ତି। ଦୂରେଇ ଯାଇଥିବା ଲୋକମାନେ ପୁଣି ପାଖେଇ ଆସିବେ। କମ୍ ପରିଶ୍ରମରେ ଅଧିକ ଆୟ କରି ସନ୍ତୁଷ୍ଟି ଲାଭ କରିବେ। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ।

kanyaକନ୍ୟା: ଖାଦ୍ୟପେୟରେ ସଂଯମତା ରକ୍ଷା କରିବା ଜରୁରୀ। ପ୍ରତି କ୍ଷେତ୍ରରେ ମନ ସନ୍ଦେହ ପୂର୍ଣ୍ଣ ରହିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

tulaaତୁଳା: ମାନ-ସମ୍ମାନ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

bichhaବିଛା: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ମା’ ଲକ୍ଷ୍ମୀଙ୍କୁ ଆରଧନା କରନ୍ତୁ। ନୂତନ କାର୍ଯ୍ୟରେ ଯୋଗ ଦେବେ।

dhanuଧନୁ: ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଋଣ ଦିଅନ୍ତୁ ନାହିଁ। ଅଳସୁଆ ଅନୁଭବ କରିବେ।

makaraମକର: ଶତ୍ରୁମାନଙ୍କୁ ଦୃଢ ହସ୍ତରେ ବିନାଶ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

kumbhaକୁମ୍ଭ:ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ରାଗ ଉରପେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

minaମୀନ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାରରେ ହସଖୁସିର ପରିବେଶ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.