ଜାଣନ୍ତୁ ଆଜିର ଭାଗ୍ଯ

ମେଷ : ଯାତ୍ରା କରିପାରନ୍ତି । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ତିକ୍ତତା ଦୂର ହେବ ।

https://www.youtube.com/watch?v=nU2Nolnm-z0

ବୃଷ : ଦିନଟି ଭଲରେ କଟିବ । କଳା କ୍ଷେତ୍ରରେ ଥିବା ବ୍ଯକ୍ତିଙ୍କ ଖୁବ୍ ଭଲ ଦିନଟି ।

https://www.youtube.com/watch?v=GATtXy1Jq5c

ମିଥୁନ : ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ ।

https://www.youtube.com/watch?v=0fkWI9XcmY4

କର୍କଟ : ମନ ଟିକେ ବିଚଳିତ ରହିପାରେ  । କିଛି ବ୍ଯକ୍ତି ଥଣ୍ଡା ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ହାଲକା ଖାଦ୍ଯ ଖଆନ୍ତୁ ।

https://www.youtube.com/watch?v=Tp-Gc3ONvJM

ସିଂହ : ଦିନଟି ବେଶୀ ଭଲରେ କଟିବ ନାହିଁ । ବ୍ଯବସାୟୀମାନେ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।

https://www.youtube.com/watch?v=48a5HxScfV4

କନ୍ଯା : ଆଜି ଦିନଟି ଭଲରେ କଟିବ । ଦୀର୍ଘ ଦିନର ଆଶା ପୂରଣ କରିବାକୁ ଚାହୁଁଥିଲେ ଗାଇକୁ କିଛି ଚାରା ଖାଇବାକୁ ଦିଅନ୍ତୁ ।

https://www.youtube.com/watch?v=Py9r3Oo5em0

ତୁଳା : ଆଜି ଦିନଟି ବହୁତ ଭଲରେ କଟିବ । ଦୀର୍ଘ ଦିନରୁ ଅଟକି ଥିବା କାମ ଆଗକୁ ଯାଇପାରେ ।

https://www.youtube.com/watch?v=fA4nztYak5Q

ବିଛା : ଦିନଟି ବେଶୀ ଭଲରେ କଟିବ ନାହିଁ । ଅନ୍ଯମାନଙ୍କ ହସ୍ତକ୍ଷେପ ଯୋଗୁଁ ଆପଣଙ୍କ କାମରେ ବାଧା ଦେଖାଦେଇପାରେ ।

https://www.youtube.com/watch?v=DUvTRw_4C_w

ଧନୁ : ଆଜି ଦିନଟି ଟିକେ ମାନ୍ଦା କଟିପାରେ । ଆଳସ୍ଯ ଯୋଗୁଁ ବଡ଼ କାମ ହାତଛଡା ହୋଇପାରେ ।

https://www.youtube.com/watch?v=rwWbKAWeSIw

ମକର : ସୁଖରେ କଟିବ ଦିନ ।

https://www.youtube.com/watch?v=7S_o-NVHKAc

କୁମ୍ଭ : ଦିନଟି ବହୁତ ଭଲରେ କଟିବ । ଅର୍ଥ ଲାଭ ହୋଇପାରେ । ଜମିଜମା ବିବାଦରୁ ମୁକ୍ତି ମିଳିବ ।

https://www.youtube.com/watch?v=-bswarUV6m0

ମୀନ : ସମସ୍ତ ଦିଗରୁ ଲାଭ ପାଇବେ । ଅଟକିଥିବା କାମ ଆଗକୁ ଯାଇପାରେ ।

https://www.youtube.com/watch?v=pNKbYt1b1z0

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.