କେମିତି କଟିବ ଆଜିର ଦିନ

mesha

ମେଷ : କର୍ମକ୍ଷେତ୍ରରେ ସଫଳତା ମିଳିବ । ଭ୍ରମଣ ଯୋଗ ରହିଛି । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

brushaବୃଷ : ସନ୍ତାନକୁ ନେଇ ଚିନ୍ତିତ ରହିବେ । ଆୟ ମଧ୍ୟମ ରହିବ । ବିଦ୍ୟାର୍ଥୀ ସଚେତନ ରହନ୍ତୁ । ଅହଙ୍କାର ତ୍ୟାଗ କରନ୍ତୁ ।

mithunaମିଥୁନ : ପରିବାରରେ ମନ ମିଳାଇ ଚଳନ୍ତୁ । ଗୁରୁଜନଙ୍କ ସହଯୋଗ ମିଳିବ । ମାନ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି।

karkataକର୍କଟ : ଧନ ଲାଭ ହେବ । ବିଦେଶ ଯାତ୍ରା ସଫଳ ହେବେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଆଜି ଦିନଟି ଭଲରେ କଟିବ ।

singhaସିଂହ : ସ୍ଥିରମନରେ କାର‌୍ୟ୍ୟ କରନ୍ତୁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।

kanyaକନ୍ୟା : ଅହଙ୍କାର ତ୍ୟାଗ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ ।

tulaaତୁଳା : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

bichhaବିଛା : ସନ୍ତାନକୁ ନେଇ ଆନନ୍ଦିତ ହେବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖା ଦେଇପାରେ ।

dhanuଧନୁ : ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । ସନ୍ଦେହଭାବ ତ୍ୟାଗ କରନ୍ତୁ ।

makaraମକର : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

kumbhaକୁମ୍ଭ : ପରିବାରରେ ଶାନ୍ତି ମିଳିବ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

minaମୀନ : ଅହଙ୍କାର ତ୍ୟାଗ କରନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖା ଦେଇପାରେ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.