Below header

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

mesha

ମେଷ : ସୁସ୍ୱାଦୁ ଭୋଜନ କରିବେ । ପରିବାରରେ ଆନନ୍ଦ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ ।

brushaବୃଷ : ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

mithunaମିଥୁନ : ଆର୍ଥିକ ସ୍ଥିତି ମଧ୍ୟମ ରହିବ । ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । ପରିବାରର ସହଯୋଗ ମିଳିବ । ଭ୍ରମଣ ଯୋଗ ରହିଛି ।

karkataକର୍କଟ : ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । ମାନସମ୍ମାନ ପ୍ରାପ୍ତି ହେବ । ଗୁରୁଜନଙ୍କ ସମ୍ମାନ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

singhaସିଂହ : ସୁସ୍ୱାଦୁ ଭୋଜନ ସହ ଧନ ଲାଭ ଯୋଗ ରହିଛି । ଧର୍ମକାର୍ଯ୍ୟରେ ଯୋଗ ଦେବେ । ପରିବାରରେ ମନମିଳାଇ ଚଳନ୍ତୁ ।

kanyaକନ୍ୟା : ଦୂରଯାତ୍ରା କରିପାରନ୍ତି । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

tulaaତୁଳା : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଆୟ ବୃଦ୍ଧି ହେବ ।

bichhaବିଛା : ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ମିଳିବ ।

dhanuଧନୁ : ପରିବାରରେ ଅଶାନ୍ତି ଦେଖା ଦେବ । ମନକୁ ଆୟତ୍ତରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

makaraମକର : ଧର୍ମକାର୍ଯ୍ୟରେ ବାଧା ଉପୁଜିବ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ ।

kumbhaକୁମ୍ଭ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ମାନସିକ ଶାନ୍ତି ରଖନ୍ତୁ ।

minaମୀନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅହଂକାର ତ୍ୟାଗ କରନ୍ତୁ । ମାନସମ୍ମାନ ପ୍ରାପ୍ତି ହେବା ସହ ପରିବାରରେ ଶାନ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.