ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ: ମିତ୍ରଙ୍କ ସହଯୋଗରେ ଶତ୍ରୁଙ୍କୁ ପରାସ୍ତ କରିବେ। ଅଚାନକ ଧନପ୍ରାପ୍ତି ହେବ। ଚାକିରି ଖୋଜୁଥିବା ମହିଳାଙ୍କୁ ଭଲ ଚାକିର ମିଳିବ।

brushaବୃଷ: ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିବେ। ଭଲ ଖବର ପାଇବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ।

mithunaମିଥୁନ: ଲୋକମାନଙ୍କ ବିଶ୍ବାସ ଆପଣଙ୍କ ଉପରେ ଅତୁଟ ରହିବ। କାମରେ ବହୁତ ସକ୍ରିୟ ରହିବେ। ସରକାରୀ କାମରେ କାହାରି ସାହାଯ୍ୟ ମିଳିପାରେ।

karkataକର୍କଟ: ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଆର୍ଥିକ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

singhaସି˚ହ: ଖୋଦକୁ ଶକ୍ତିବାନ ଅନୁଭବ କରିବେ। ବ୍ୟବସାୟରେ ବଡ଼ ଚୁକ୍ତିର ଅ˚ଶୀଦାର ହୋଇପାରନ୍ତି। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ।

kanyaକନ୍ୟା: ଶୁଭ ସୂଚନା ପାଇବେ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପ୍ରେମିକା ସହିତ ସମ୍ବନ୍ଧ ଉତ୍ତମ ରହିବ।

tulaaତୁଳା: ପୂଜାଚ୍ଚନାରେ ସମୟ ବିତିବ। ସୁସମ୍ବାଦ ପାଇବେ। ପ୍ରତ୍ୟେକ କାମର ସମାଧାନ ଶୀଘ୍ର ବାହାରି ଯିବ। ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ରହିବ।

bichhaବିଛା: କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।

dhanuଧନୁ: କୌଣସି ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। କର୍ମଜୀବୀ ମହିଳାଙ୍କୁ ଅଚାନକ ଧନପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ପାଇବେ।

makaraମକର: ଆଗକୁ ବଢ଼ିବା ପାଇଁ ଭଲ ସୁଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଲାଭ ହେବ।

kumbhaକୁମ୍ଭ: ସାମାଜିକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ।

minaମୀନ: ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.