ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ମାନ ସମ୍ମାନ ପ୍ରାପ୍ତିି ହେବ । ପାରିବାରିକ ସମସ୍ୟା ଦୂର ହେବ । ଆୟ ମଧ୍ୟମ ରହିବ ।

brushaବୃଷ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ମନ ମିଳାଇ ଚଳନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

mithunaମିଥୁନ : ସୁସ୍ୱାଦୁ ଭୋଜନ କରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।

karkataକର୍କଟ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ଶରୀର ଅସୁସ୍ଥ ରହିପାରେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

singhaସିଂହ : ସୁସ୍ୱାଦୁ ଭୋଜନ କରିବେ । ପାରିବାରିକ ସମସ୍ୟା ଦେଖାଦେବ । ମନକୁ ଆୟତ୍ତରେ ରଖନ୍ତୁ ।

kanyaକନ୍ୟା : ଶତ୍ରୁ ବୃଦ୍ଧି ହେବେ । ଧର୍ମକାର‌୍ୟ୍ୟରେ ଯୋଗ ଦେବେ । ପାରିବାରିକ ସମସ୍ୟା ଦୂର ହେବ ।

tulaaତୁଳା : ବିଦ୍ୟାର୍ଥୀ ସଫଳତା ପାଇବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।

bichhaବିଛା : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ସ୍ଥିରମନ ହୋଇ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।

dhanuଧନୁ : ବିଦେଶ ଯାତ୍ରା ସଫଳ ହେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅହଙ୍କାର ତ୍ୟାଗ କରନ୍ତୁ ।

makaraମକର : କୁଟୁମ୍ବରେ ଆନନ୍ଦ ଦେଖାଦେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

kumbhaକୁମ୍ଭ : ଆୟ ଉତ୍ତମ ରହିବ । ବନ୍ଧୁ ମିଳନ ଯୋଗ ରହିଛି । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

minaମୀନ : ସୁସ୍ୱାଦୁ ଭୋଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଖର୍ଚ୍ଚ ବୃଦ୍ଧି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.