ଆଜିର ରାଶିଫଳ: ଜାଣନ୍ତୁ କ’ଣ ଅଛି ଆଜି ଆପଣଙ୍କ ଭାଗ୍ୟରେ

ସାମାଜିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଦିନସାରା ସତେଜ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। କୌଣସି ବ୍ୟକ୍ତିଙ୍କଠାରୁ ଆଜି ସମର୍ଥନ ପାଇବେ। ବୈବାହିକ ସମ୍ପର୍କ ମଧୁର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସଫଳତା ପାଇବେ।

ମେଷ: ସାମାଜିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଦିନସାରା ସତେଜ ଅନୁଭବ କରିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ।

ବୃଷ: କୌଣସି ବ୍ୟକ୍ତିଙ୍କଠାରୁ ଆଜି ସମର୍ଥନ ପାଇବେ। ବୈବାହିକ ସମ୍ପର୍କ ମଧୁର ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସଫଳତା ପାଇବେ।

ମିଥୁନ: ଆଜି ସମସ୍ତ କାମ ଆପଣଙ୍କ ଇଚ୍ଛା ଅନୁସାରେ ସମାପ୍ତ ହେବ। ପିଲାଙ୍କ ସହିତ କୌଣସି ସ୍ଥାନକୁ ବୁଲିଯିବାକୁ ପ୍ଲାନ୍‌ କରିବେ। ଖର୍ଚ୍ଚ ବଢ଼ିପାରେ।

କର୍କଟ: ଆଜି କିଛି ବିଶେଷ କାର୍ଯ୍ୟରେ ସଫଳତା ପାଇବେ। କୌଣସି ସମାରୋହରେ ଯିବାକୁ ସୁଯୋଗ ପାଇବେ। ଧନ ଲାଭ ହୋଇପାରେ।

ସିଂହ: ଆପଣ କୌଣସି ଶୁଭ ଖବର ପାଇବେ, ଯଦ୍ଦ୍ଵାରା ଆପଣଙ୍କ ମନ ଦିନସାରା ଖୁସି ରହିବ। କ୍ୟାରିୟରରେ ଆଗକୁ ବଢ଼ିବେ।

କନ୍ୟା: ସାଙ୍ଗମାନଙ୍କ ସହିତ ବୁଲିଯିବାକୁ ଯୋଜନା କରିବେ। ଆର୍ଥିକ ସ୍ଥିତିରେ ଉତ୍ଥାନ-ପତନ ଲାଗିରହିବ। ଆଜି ବ୍ୟସ୍ତତା ଭିତରେ ରହିବେ।

ତୁଳା: ଦିନଟି ବହୁତ ଭଲ ହେବ। ଘରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଲୋକଙ୍କୁ ସାହାଯ୍ୟ କରିବାକୁ ସୁଯୋଗ ପାଇବେ।

ବିଛା: କିଛି ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବ୍ୟବସାୟୀଙ୍କୁ ବଡ଼ ଲାଭ ହେବ। ଆଜି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ।

ଧନୁ: ପରିବାରରେ ସୁଖ, ଶାନ୍ତିର ପରିବେଶ ରହିବ। ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି। ଅଯଥା କଥା କହିବାଠାରୁ ଦୂରେଇ ରୁହନ୍ତୁ।

ମକର: ଆଜି ଜଣେ ଘନିଷ୍ଠ ବନ୍ଧୁଙ୍କୁ ଭେଟିବେ। ମନ ପ୍ରସନ୍ନ ରହିବ। ହଠାତ୍ ମୁଦ୍ରା ଲାଭ ହେବ। ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ଖୁସି ହେବେ।

କୁମ୍ଭ: ସରକାରୀ କର୍ମଚାରୀ ସୁବିଧା ପାଇବେ। ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ। ପତି-ପତ୍ନୀଙ୍କ ସମସ୍ୟା ଦୂର ହେବ।

ମୀନ: ଦାମ୍ପତ୍ୟ ଜୀବନରେ ସମନ୍ୱୟ ଭଲ ରହିବ। ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.