ଆଜିର ରାଶିଫଳ: ଜାଣନ୍ତୁ କ’ଣ ଅଛି ଆପଣଙ୍କ ରାଶିରେ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କ୍ୟାରିୟରରେ ଉନ୍ନତିର ଅବସର ପ୍ରାପ୍ତ ହେବ। ଚାକିରିଆଙ୍କୁ ପ୍ରମୋସନ ମିଳିପାରେ। ଛାତ୍ରମାନେ ପାଠପଢ଼ାରୁ ମନ ହଟାଇ ପାରନ୍ତି। ଅଫିସ୍‌ରେ ମହିଳାମାନଙ୍କ କାମ ବୋଝ କମ୍‌ ରହିବ।

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କ୍ୟାରିୟରରେ ଉନ୍ନତିର ଅବସର ପ୍ରାପ୍ତ ହେବ।

ବୃଷ: ଆଜି ଭାଗ୍ୟ ସାଥ୍‌ ଦେବ। କୌଣସି ବଡ଼ କମ୍ପାନୀରେ ପାର୍ଟନରସିପ୍‌ କରିବାର ମଉକା ମିଳିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ହେବେ।

ମିଥୁନ: ଚାକିରିଆଙ୍କୁ ପ୍ରମୋସନ ମିଳିପାରେ। ଛାତ୍ରମାନେ ପାଠପଢ଼ାରୁ ମନ ହଟାଇ ପାରନ୍ତି। ଅଫିସ୍‌ରେ ମହିଳାମାନଙ୍କ କାମ ବୋଝ କମ୍‌ ରହିବ।

କର୍କଟ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରିବେ ନାହିଁ। ଅନ୍ୟର ମାମଲାରେ ନିଜର ରାୟ ଦେବେ ନାହିଁ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ।

ସିଂହ: ଆଜିର ଦିନ ଖାସ୍‌ ରହିବ। ନିଜକୁ ଆର୍ଥିକ ରୂପେ ମଜଭୁତ କରିବେ। ଜୀବନସାଥୀଙ୍କ ଉପରେ ପୂରା ବିଶ୍ୱାସ କରନ୍ତୁ, ସମ୍ପର୍କ ଦୃଢ଼ ହେବ।

କନ୍ୟା: ଆଜି ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। କୌଣସି ସାମାଜିକ ସମାରୋହରେ ଭାଗ ନେବେ। ବିଭିନ୍ନ ବ୍ୟଞ୍ଜନର ଆନନ୍ଦ ଉଠାଇବେ।

ତୁଳା: ଆଜି ଅଫିସ୍‌ରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଦିନଟି ବହୁତ ଭଲ। ଘରଲୋକଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ।

ବିଛା: ଆପଣ ଛୋଟ ଛୋଟ କଥାରେ ଖୁସି ଖୋଜିବେ। ବିରୋଧୀ ବନ୍ଧୁର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ଧନୁ: ଦୋକାନୀମାନଙ୍କୁ ଆଶାଠାରୁ ଅଧିକ ଧନଲାଭ ହେବ। ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ହେବେ। ଭାଗ୍ୟ ସମର୍ଥନ କରିବ।

ମକର: ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆଜି ଅଧିକ ଭାବୁକ ହେବେ ନାହିଁ। ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ।

କୁମ୍ଭ: ଆଜି ନିଜକୁ ବହୁତ ଗର୍ବିତ ଅନୁଭବ କରିବେ। ଜୀବନସାଥୀଙ୍କଠାରୁ ଭଲ ଖବର ମିଳିବ। ଅସହାୟଙ୍କୁ ବସ୍ତ୍ର ଦିଅନ୍ତୁ, ଜୀବନରେ ଖୁସି ଆସିବ।

ମୀନ: ଆର୍ଥିକ ସମସ୍ୟାର ସମାଧାନ ବାହାରିବ। କେହି ସାଙ୍ଗ ଆପଣଙ୍କୁ ସାହାଯ୍ୟ କରିବ। ସନ୍ଧ୍ୟାରେ ଘରଲୋକଙ୍କ ସହ ମିଶି ଭଲ ସମୟ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.