ଆଜିର ରାଶିଫଳ: ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ, ଆର୍ଥିକ ପକ୍ଷ ଦୃଢ଼ ହେବ

ପାରିବାରିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ପକ୍ଷ ଦୃଢ଼ ହେବ। ଜୀବିକା କ୍ଷେତ୍ରରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କୁ ସନ୍ଦେହ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ଥାନ-ପତନ ଲାଗି ରହିବ। ଋତୁଜନିତ ରୋଗରେ ପଡ଼ିପାରନ୍ତି। ଅଜ୍ଞାତ ଭୟ ଘାରିବ।

ମେଷ: ଆଜି ପାରିବାରିକ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ପକ୍ଷ ଦୃଢ଼ ହେବ। ଜୀବିକା କ୍ଷେତ୍ରରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କୁ ସନ୍ଦେହ କରିବେ।

ବୃଷ: ଆଜି ମିଶ୍ରିତ ଫଳାଫଳ ପାଇବେ। କର୍ମକ୍ଷେତ୍ରରେ ଉତ୍ଥାନ-ପତନ ଲାଗି ରହିବ। ଋତୁଜନିତ ରୋଗରେ ପଡ଼ିପାରନ୍ତି। ଅଜ୍ଞାତ ଭୟ ଘାରିବ।

ମିଥୁନ: କାମରେ ବନ୍ଧୁଙ୍କ ସମର୍ଥନ ପାଇବେ। ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ।

କର୍କଟ: ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ। ଘର ସହ ଜଡ଼ିତ କାର୍ଯ୍ୟରେ ଚିନ୍ତା ବଢ଼ିବ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଖବର ଶୁଣି ଖୁସି ହେବେ।

ସିଂହ: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ନୂଆ ଉଦ୍ଦ୍ୟୋଗ ଆରମ୍ଭ ହୋଇପାରେ।

କନ୍ୟା: ବ୍ୟବସାୟିକ ପ୍ରୟାସ ସାର୍ଥକ ହେବ। ସମ୍ପର୍କ ନିବିଡ଼ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଲୋକେ ସାହାଯ୍ୟ କରିବେ।

ତୁଳା: ଆର୍ଥିକ ମାମଲାରେ ସୁଧାର ହେବ। ଅଯଥାରେ ଦୌଡ଼ାଦୌଡ଼ି କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ବିଛା: ଆଜି ବ୍ୟବସାୟିକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦିନଯାକ ବ୍ୟସ୍ତ ରହିବେ।

ଧନୁ: ଦିନଟି ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ସମସ୍ତ କାର୍ଯ୍ୟ ଇଚ୍ଛା ଅନୁସାରେ ପୂରଣ ହେବ। ପିଲାଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ।

ମକର: ବାପାଙ୍କଠାରୁ ସହଯୋଗ ମିଳିବ। ଆର୍ଥିକ ମାମଲାରେ ସୁଧାର ହେବ। ସନ୍ତାନର ବ୍ୟବହାରକୁ ନେଇ ଚିନ୍ତିତ ହୋଇପାରନ୍ତି। ଟଙ୍କା ଖର୍ଚ୍ଚ ହେବ।

କୁମ୍ଭ: ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ଯଶ, ଖ୍ୟାତି ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବ। ଆକ୍ରୋଶରୁ ଦୂରେଇ ରୁହନ୍ତୁ।

ମୀନ: ସମ୍ପର୍କରେ ନିବିଡ଼ତା ରହିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆଜି କିଛି ଭଲ ଖବର ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.