Below header

ଥାଇରଏଡର ସମସ୍ୟା ଥିଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଜିନିଷର ସେବନ, ନଚେତ. . .

ବର୍ତ୍ତମାନ ସବୁ ମଣିଷ କୌଣସି ନା କୌଣସି ରୋଗରେ ଚିନ୍ତିତ ହେଉଛନ୍ତି। ଆଜିକାଲି ଥାଇରଏଡ ସମସ୍ୟା ବହୁତ ଶୁଣିବାକୁ ମିଳୁଛି। ଥାଇରଏଡ ହେବା ଦ୍ବାରା ଶରୀରରେ ମେଟାବଲିଜିମ କ୍ରୀୟା କମ୍ ହୋଇଯାଇଥାଏ। ଯେଉଁ କାରଣରୁ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ତାହାର ପୂରା ଶକ୍ତି ଆପଣଙ୍କ ଶରୀରକୁ ଠିକ ଭାବରେ ପହଁଚିପାରି ନଥାଏ ଏବଂ ଆପଣଙ୍କ ଶରୀରରେ ଫ୍ୟାଟ ଜମିଥାଏ ଯାହା ଦ୍ବାରା ଓଜନ ବଢ଼ିବାକୁ ଲାଗିଥାଏ। ଥାଇରଏଡ ରୋଗରେ ନିଦ ନ ଆସିବା ସମସ୍ୟା ହୋଇଥାଏ ଏବଂ ଏହା ସହିତ ଆଣ୍ଠୁରେ ଯନ୍ତ୍ରଣା ହେବାକୁ ଲାଗିଥାଏ।

ଏହି ଜିନିଷର କରନ୍ତୁ ପରିତ୍ୟାଗ

-ଯଦି ଆପଣଙ୍କୁ ଥାଇରଏଡର ସମସ୍ୟା ଥାଏ ତେବେ ଏମିତିରେ ଚିନି କିମ୍ବା ଚିନିଯୁକ୍ତ ଖାଦ୍ୟର ସେବନ କରନ୍ତୁ ନାହିଁ।

-ବହୁତ ଲୋକଙ୍କୁ ଅଧିକ କଫି ପିଇବାର ଅଭ୍ୟାସ ଥାଏ, କିନ୍ତୁ ଯଦି ଆପଣଙ୍କୁ ଥାଇରଏଡର ସମସ୍ୟା ଥାଏ ତେବେ ଅଧିକ କଫିର ସେବନ କରିବା ଠାରୁ ଦୂରେଇ ରୁହନ୍ତୁ।

-ଏଥିରେ ଭରପୂର ମାତ୍ରାରେ ଏପିନେଫ୍ରୀନ ଏବଂ ନୋରେପିନେଫ୍ରୀନ ରହିଥାଏ ଯାହା ଥାଇରଏଡର ରୋଗକୁ ବଢ଼ାଇଥାଏ।

-ଥାଇରଏଡ ରୋଗର ସମସ୍ୟା ଥିଲା ବ୍ରୋକଲୀର ସେବନ କରିବା ଠାରୁ ଦୂରେଇ ରୁହନ୍ତୁ। ଏଥିରେ ଭରପୂର ମାତ୍ରାରେ ଏମିତି ପ୍ରୋଟିନ ରହିଥାଏ ଯାହା ରୋଗପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.