ଥାଇରଏଡ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ଏହି ଯୋଗ, ମିଳିବ ଫାଇଦା
ଥାଇରଏଡ ଏମିତି ଏକ ରୋଗ ଯାହା ପ୍ରାୟତଃ ଗଳାରେ ଦେଖିବାକୁ ମିଳିଥାଏ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅଧିକାଂଶ ଲୋକଙ୍କ ପାଖରେ ଏ ରୋଗର ଲକ୍ଷଣ ଦେଖିବାକୁ ମିଳେ । ଏହା ଗଳାରେ ଗୋଲାକାର ଆକାର ସଦୃଶ ଦେଖାଯାଏ । ଥାଇରଏଡ୍ ରୋଗ ହେଲେ ପୁରା ଶରୀର ଉପରେ ପ୍ରଭାବ ପଡ଼ିଥାଏ । ଥଣ୍ଡା ରୋଗୀଙ୍କ ଉପରେ…