Below header

ପଢନ୍ତୁ ଏହି ୫ଟି କଥା, ଯାହା ପ୍ରତ୍ଯେକ ଝିଅ କରିଥାନ୍ତି ଡେଟ୍ ଯିବା ପୂର୍ବରୁ !

ମହିଳାଙ୍କୁ ବୁଝିବା ବହୁତ କଷ୍ଟକର କାମ ହୋଇଥାଏ । ଏହି କାମ ସେତେବେଳେ ବେଶୀ କଷ୍ଟକର ହୋଇଯାଏ ଯେତେବେଳେ ପୁରୁଷ ମାନେ କରିଥାନ୍ତି । ଅାସନ୍ତୁ ଜାଣିବା ଜାଣିବା ଝିଅ ମାନଙ୍କର ଏମିତି କିଛି କଥା ବିଷୟରେ ଯିଏ କି କୌଣସି ପୁଅଙ୍କ ସହ ଡେଟ୍ କରିବା ପୂର୍ବରୁ କରିଥାନ୍ତି । ଯାହା ଜାଣିଲା ପରେ କୋଉ ବି ପୁଅ ଆଶ୍ଚର୍ୟ୍ୟ ନହୋଇ ରହିପାରିବେ ନାହିଁ ।

• ଝିଅ ଟି ଡେଟ୍ ଯିବା ପୂର୍ବରୁ ପୁଅ ସାଥୀଙ୍କ ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ୍ ସବୁ ଚେକ୍ କରିବା ସହ ସାଙ୍ଗ ମାନଙ୍କ ବିଷୟରେ ଏବଂ ସମସ୍ତ ଫଟୋ ମଧ୍ୟ ଠିକ୍ ଭାବେ ଚେକ୍ କରିଥାନ୍ତି ।

• ଝିଅ ମାନେ କୌଣସି ବି ପୁଅଙ୍କୁ ନିଜର ଦିଲ୍ ଦେବା ପୂର୍ବରୁ ତା’ର ସମସ୍ତ ପ୍ରକାରର ଅତୀତ ବିଷୟରେ ଖବର ନେଇଥାନ୍ତି । ସେ କେତେ ରୋଜଗାର କରୁଥାଏ, କେଉଁ ଠାରେ ଚାକିରି କରିଥାଏ ଏହା ସହ ତାର କାହା ସହ କିଛି ଖରାପ ସଂପର୍କ ଅଛି କି ନାହିଁ ସେ ବିଷୟରେ ମଧ୍ୟ ଖୋଜ ରଖିଥାନ୍ତି । ଏହି ସବୁ କଥା ଜାଣିବା ନିହାତି ଜରୁରୀ ହୋଇଥାଏ ଝିଅ ମାନଙ୍କ ପାଇଁ ।

• ଝିଅ ମାନେ ତାଙ୍କ ପ୍ରେମୀଙ୍କୁ ଦେଖିବାର କୌଣସି ବି ମଉକା ଛାଡି ନଥାନ୍ତି ।

• ପ୍ରେମରେ ପଡିବା ପରେ ସବୁ ଝିଅ ମାନଙ୍କର ପସନ୍ଦ ପୁଅ ସାଥୀଙ୍କର ପଥମ ପସନ୍ଦ ହୋଇଥାଏ । ଝିଅ ମାନେ କେବଳ ତାଙ୍କ ସାଥୀଙ୍କ ପସନ୍ଦ ମୁତାବକ ରେଡି ହେବାକୁ ଚାହିଁ ଥାନ୍ତି ।

• ଯଦି ଆପଣ କୌଣସି ଝିଅକୁ ନିଜ ସହ କଥା ହେବାର ଦେଖିବାକୁ ପାଇବେ ତେବେ ବିଲକୁଲ ହଇରାଣ ହେବେ ନାହିଁ । ଆପଣ ଭାବି ନେବେ କି, ସେ କାହାକୁ ନିଜ ଦିଲ୍ ଦେଇସାରିଛନ୍ତି । ଏହି ସମୟରେ ଝିଅ ମାନେ ସବୁବେଳେ ଭାବି ଭାବି ମନକୁ ନିଜ ସହ ଗପିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.