Below header

ଭାରତ ସହ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଆଦିଲ ରସିଦଙ୍କୁ ଡାକରା

ଆସନ୍ତା ଅଗଷ୍ଟ ୧ ତାରିଖରୁ ଏଜବାଷ୍ଟନରେ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ । ଏଥିଲାଗି ଇଂଲଣ୍ଡ ଦଳ ଘୋଷଣା ହୋଇଛି । ୨୦୧୬ରେ ଭାରତରେ ସିରିଜ୍‌ ଖେଳିବା ପରେ ପ୍ରଥମଥର ଲାଗି ଦଳରେ ସାମିଲ ହୋଇଛନ୍ତି ସ୍ପିନର ଆଦିଲ ରସିଦ । ସେହିପରି ମୋଇନ୍‌ ଅଲୀ ମଧ୍ୟ ଦଳକୁ ଫେରିଛନ୍ତି । ୧୩ ଜଣିଆ ଦଳରେ ଏସେକ୍ସ ସିମର ଜାମି ପୋର୍ଟରଙ୍କୁ ନୂଆ କରି ସୁଯୋଗ ମିଳିଛି ।

ଇଂଲଣ୍ଡ ଦଳ : ଜଏ ରୁଟ୍‌ (ଅଧିନାୟକ), ମୋଇନ୍‌ ଅଲୀ, ଜେମ୍ସ ଆଣ୍ଡରସନ୍‌, ଜନୀ ବରିଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍‌, ଜସ୍‌ ବଟଲର, ଆଲିଷ୍ଟର କୁକ୍‌, ସାମ୍‌ କୁରାନ୍‌, କିଟନ୍‌ ଜେନିଙ୍ଗସ, ଡେଭିଡ୍‌ ମଲାନ୍‌, ଜାମି ପୋର୍ଟର, ଆଦିଲ ରସିଦ, ବେନ୍‌ ଷ୍ଟୋକ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.