ରବିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ ଭୋଗିବେ ପରିଣାମ

ରବିବାର ଦିନ ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ। ମାନ୍ୟତା ରହିଛି, ସୂର୍ଯ୍ୟଙ୍କୁ ପୂଜା କରିବା ଏବଂ ଜଳ ଚଢାଇବା ଦ୍ୱାରା ବ୍ୟକ୍ତି ତେଜସ୍ୱୀ ହେବା ସହିତ ବଳଶାଳୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରବିବାର ଦିନ ସୂର୍ଯ୍ୟଙ୍କ ପାଇଁ କିଛି ଖାସ ଉପାୟ କରିବାରେ ଜୀବନରେ ସୁଖ, ଶାନ୍ତି ଆସିଥାଏ। ଏହାଛଡ଼ା କିଛି କାର୍ଯ୍ୟକୁ ରବିବାର କରିବାକୁ ମନା କରାଯାଇଛି। ଏହି କାର୍ଯ୍ୟ କଲେ ସୂର୍ଯ୍ୟ ଗ୍ରହଙ୍କ କୁପ୍ରଭାବକୁ ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ ସେ ସବୁ କାର୍ଯ୍ୟ।

sunset2

୧. ରବିବାର ଦିନ ସୂର୍ଯ୍ୟ ଅସ୍ତ ପୂର୍ବରୁ ଲୁଣ ଉପଯୋଗ କରନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୨. ଏହି ଦିନ କୌଣସି ବି ବ୍ୟକ୍ତି ମଦ ଏବଂ ମାଂସ ସେବନ କରିବା ଉଚିତ ନୁହେଁ।

meat

୩. ରବିବାର ଦିନ କେଶ କାଟନ୍ତୁ ନାହିଁ। ସୋରିଷ ତେଲ ମାଲିସ କରନ୍ତୁ ନାହିଁ ଏବଂ କ୍ଷୀରକୁ ଜଳାନ୍ତୁ ନାହିଁ।

୪. ଏହି ଦିନ ତମ୍ବା ନିର୍ମିତ ଜିନିଷର କ୍ରୟ, ବିକ୍ରୟ କରନ୍ତୁ ନାହିଁ।

sun2

୫. ନୀଳ, କଳା ଏବଂ ଗ୍ରେ ରଙ୍ଗଠୁ ଦୂରେଇ ରୁହନ୍ତୁ। ଅତି ଜରୁରୀ ନ ହେଲେ ଜୋତା ପିନ୍ଧନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.