ଗାଧୋଇବା ପୂର୍ବରୁ କରନ୍ତୁ ନାହିଁ ଏହି ସବୁ ଭୁଲ, ପିଅନ୍ତୁ କ୍ଷୀର ଓ ଆଖୁ ରସ, ଜାଣନ୍ତୁ ଏହା ବିଷୟରେ ୩ଟି କଥା

ସୁସ୍ଥ, ସୁନ୍ଦର ତଥା ସ୍ୱଚ୍ଛ ଶରୀର ପାଇଁ ପ୍ରତିଦିନ ସ୍ନାନ ବହୁତ ଜରୁରୀ। ଯେଉଁ ଲୋକ ପ୍ରତିଦିନ ଗାଧୋଇ ଥାଆନ୍ତି, ସେମାନଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅନେକ ଲାଭ ମିଳିଥାଏ। ଶାସ୍ତ୍ର ଅନୁସାରେ, ସ୍ନାନ କରିବା ପରେ ବ୍ୟକ୍ତି ଶୁଦ୍ଧ ହୋଇଥାଏ। ଏହାପରେ ତାଙ୍କର ଧର୍ମ, କର୍ମର କାର୍ଯ୍ୟ ସଫଳ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, କିଛି କାମ ଏମିତି ବି ଅଛି, ଯାହାକୁ ଗାଧୋଇବା ପୂର୍ବରୁ କରିବା ଉଚିତ ନୁହେଁ। ଆଉ ବି କିଛି କାମକୁ ଆପଣ ଗାଧୋଇବା ପୂର୍ବରୁ କରିପାରିବେ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

milk

୧. ଗାଧୋଇବା ପୂର୍ବରୁ ଆପଣ ପାଣି, କ୍ଷୀର, ଫଳ, ଆଖୁ ରସ ଆଦି ପିଇପାରିବେ। କାରଣ, ଏଥିରେ ଭରପୂର ମାତ୍ରାରେ ପାଣି ରହିଥାଏ, ଯାହାକି ସହଜରେ ହଜମ ହୋଇପାରିବ।

୨. ଗାଧୋଇବା ପୂର୍ବରୁ ଭୋଜନ କରିବେ ଯଦି ଅନେକ ରୋଗ ଆପଣଙ୍କୁ କବଳିତ କରିବ। ଏଥିପାଇଁ ସବୁବେଳେ ଗାଧୋଇକି ହିଁ ଭୋଜନ କରନ୍ତୁ।

୩. ଯଦି ଆପଣ ସ୍ନାନ କରିବା ପରେ ଭୋଜନ କରିବେ, ତା’ହେଲେ ଏହା ଶରୀର ପାଇଁ ସ୍ୱାସ୍ଥ୍ୟକର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.