ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ :ଆତ୍ମନିର୍ଭରଶୀଳ ହୁଅନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ମାନ ସମ୍ମାନ ପ୍ରାପ୍ତି ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ ।

brushaବୃଷ : ଅହଂକାର ତ୍ୟାଗ କରନ୍ତୁ । ପରିବାରର ସହଯୋଗ ମିଳିବ । ଧନଲାଭର ଯୋଗ ରହିଛି । ପରିବାରରେ ମନମିଳାଇ ଚଳନ୍ତୁ ।

mithunaମିଥୁନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ସହଯୋଗ ମିଳିବ । ଦୂରଯାତ୍ରାରେ ସଫଳ ହେବେ । ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

karkataକର୍କଟ : କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

singhaସିଂହ : ତର୍କବିତର୍କ ହୋଇପାରେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବେପାର ବାଣିଜ୍ୟରେ ସଫଳତା ପାଇବେ ।

kanyaକନ୍ୟା : ଆୟ ବୃଦ୍ଧି ହେବ । ପରିବାରର ସହଯୋଗ ପାଇବେ । ବେପାର ବାଣିଜ୍ୟରେ ସଫଳତା ପ୍ରାପ୍ତି ହେବ । ବିଦ୍ୟାର୍ଥୀ ସଫଳ ହେବେ ।

tulaaତୁଳା : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପ୍ରାପ୍ତିି ହେବ । ବନ୍ଧୁମିଳନ ହେବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

bichhaବିଛା : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଅହଂକାର ତ୍ୟାଗ କରନ୍ତୁ ।

dhanuଧନୁ : ପରିଶ୍ରମ ଅନୁସାରେ ଫଳ କମ୍‌ ପାଇବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ଦାମ୍ପତ୍ୟ ଜୀବନରେ ପୀଡ଼ା ଦେଖାଦେବ ।

makaraମକର : ସୁସ୍ୱାଦୁ ଭୋଜନ ସହ ମାନସମ୍ମାନ ପ୍ରାପ୍ତି ହେବ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

kumbhaକୁମ୍ଭ : ମାନସମ୍ମାନ ପ୍ରାପ୍ତି ହେବ । ଗୃହରେ ଅଶାନ୍ତି, ଅସନ୍ତୋଷ ଦେଖାଦେବ । ବିଦେଶ ଯାତ୍ରା ସଫଳ ହେବ ।

minaମୀନ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମନରୁ ସନ୍ଦେହ ଭାବ ତ୍ୟାଗ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବନ୍ଧୁ ମିଳନ ଯୋଗ ରହିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.