ମେଷ :କର୍ମକ୍ଷେତ୍ରରେ ଧ୍ୟାନ ଦେବା ସକହ ମନ ମିଳାଇ ଚଳନ୍ତୁ । ଆତ୍ମୀୟଙ୍କ ସହଯୋଗ ମିଳିବ ଓ ବନ୍ଧୁମିଳନ ହେବ । ପିତାଙ୍କୁ ସମ୍ମାନ କରନ୍ତୁ ।
ବୃଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନବାହନ ଚଳାଚଳରେ ସାବଧାନ ରହିବେ । ସ୍ଥିର ମନରେ କାଯ୍ୟର୍ କରନ୍ତୁ । ଧନ ଲାଭ ହେବ ।
ମିଥୁନ : ସୁସ୍ୱାଦୁ ଭୋଜନ କରିବେ । ମାନସମ୍ମାନ ପ୍ରାପ୍ତି ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରିବାରରେ ସୁଖଶାନ୍ତି ଦେଖାଦେବ ।
କର୍କଟ : ଧର୍ମକାଯ୍ୟର୍ରେ ସଫଳତା ମିଳିବା ସହ ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ । ସନ୍ଦେହଭାବ ଦୂର କରନ୍ତୁ।
ସିଂହ : ଭାବିଚିନ୍ତି କାଯ୍ୟର୍ କରନ୍ତୁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବେ । ଯାନବାହାନ ଚଳାଚଳ ପ୍ରତି ସାବଧାନ ।
କନ୍ୟା : ଆୟ ବୃଦ୍ଧି ହେବ । ଗୃହରେ ସୁଖ ଶାନ୍ତି ଦେଖାଦେବ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।
ତୁଳା : କର୍ତ୍ତବ୍ୟ ପରାୟଣ ହୁଅନ୍ତୁ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ ଲାଭ । ବନ୍ଧୁମିଳନ ଯୋଗ ରହିଛି ।
ବିଛା : ସମସ୍ତଙ୍କ ସହ ମନ ମିଳାଇ ଚଳନ୍ତୁ । ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ ।
ଧନୁ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଧନ ଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମକର : ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଯାନବାହନ ଚଳାଚଳ ପ୍ରତି ସାବଧାନ ରହିବେ ।
କୁମ୍ଭ : କୋର୍ଟ କଚେରୀ ମାମଲା ଦେଖାଦେବ । କୌଣସି ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ । ଶତ୍ରୁଙ୍କ ଠାରୁ ଜୟଲାଭ କରିବେ ।
ମୀନ : ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ମାନ ସମ୍ମାନ ପ୍ରାପ୍ତି ହେବା ସହ ପ୍ରେମ ସମ୍ପର୍କରେ ସଫଳ ହେବେ ।