ନୂଆ ଷ୍ଟାଇଲରେ ବନାନ୍ତୁ ଅଣ୍ଡା ଭୁଜିଆ, ଏପରି କରନ୍ତୁ ପ୍ରସ୍ତୁତ
ଅଣ୍ଡା ଭୁଜିଆ ସାମଗ୍ରୀ
- ୪ କପ୍ ଅଣ୍ଡା
- ୧/୨ କପ୍ ପିଆଜ (ଛୋଟ କଟା ହୋଇଥିବା)
- ୧ ଛୋଟ ଟମାଟୋ (ଛୋଟ କଟା ହୋଇଥିବା)
- ଏକ ଚାମ ଅଦା ରସୁଣ ପେଷ୍ଟ
- ଲାଲ ଲଙ୍କା ପାଉଡର
- ୧/୨ ଚାମଚ ଗୋଲମରୀଚ ପାଉଡର
- ୧/୨ ଚାମଚ ଗରମ ମସଲା
- କଟା ଧନିଆ ପତ୍ର
- ସ୍ୱାଦାନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
- ଏକ ପାତ୍ରରେ ସିଝା ଅଣ୍ଡା ନିଅନ୍ତୁ ଏବଂ ତାକୁ ମୋଟା ମୋଟା କରି କାଟି ଦିଅନ୍ତୁ। ଏକ ପ୍ୟାନରେ ତେଲ ଗରମ କରନ୍ତୁ।
- ଅଦା ରସୁଣ ପେଷ୍ଟ ପକାନ୍ତୁ ଏବଂ ସେତେ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଯେତେ ପର୍ଯ୍ୟନ୍ତ ଏହା ଭଲଭାବେ ନ ହୋଇଛି।
- ଏବେ ଏଥିରେ ପିଆଜ ଏବଂ ଟମାଟୋ ପକାନ୍ତୁ। ଏବେ ଏସବକୁ ନରମ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
- ଏବେ ସବୁ ସୁଖିଲାକୁ ମସଲାକୁ ପକାନ୍ତୁ ଏବଂ ସମସ୍ତ ଜିନିଷକୁ ଏକା ସାଥିରେ ମିଶାଇ ଦିଅନ୍ତୁ। ଶେଷରେ ଅଣ୍ଡା ପକାନ୍ତୁ ଏବଂ ମସଲାରେ ହାଲକା ଫ୍ରାଏ କରନ୍ତୁ।
- ଯେତେବେଳେ ଅଣ୍ଡାରେ ମସଲା ମିକ୍ସ ହୋଇଯିବ ସେତେବେଳେ ଆଞ୍ଚରୁ କାଢ଼ିଦିଅନ୍ତୁ।
- ଏବେ ଆପଣଙ୍କର ଅଣ୍ଡା ଭୁଜିଆ ଗରମା ଗରମ ପ୍ରସ୍ତୁତ ହୋଇଯାଇଛି।