ନୂଆ ଷ୍ଟାଇଲରେ ବନାନ୍ତୁ ଅଣ୍ଡା ଭୁଜିଆ, ଏପରି କରନ୍ତୁ ପ୍ରସ୍ତୁତ

ଅଣ୍ଡା ଭୁଜିଆ ସାମଗ୍ରୀ

  • ୪ କପ୍‌ ଅଣ୍ଡା
  • ୧/୨ କପ୍‌ ପିଆଜ (ଛୋଟ କଟା ହୋଇଥିବା)
  • ୧ ଛୋଟ ଟମାଟୋ (ଛୋଟ କଟା ହୋଇଥିବା)
  • ଏକ ଚାମ ଅଦା ରସୁଣ ପେଷ୍ଟ
  • ଲାଲ ଲଙ୍କା ପାଉଡର
  • ୧/୨ ଚାମଚ ଗୋଲମରୀଚ ପାଉଡର
  • ୧/୨ ଚାମଚ ଗରମ ମସଲା
  • କଟା ଧନିଆ ପତ୍ର
  • ସ୍ୱାଦାନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ସିଝା ଅଣ୍ଡା ନିଅନ୍ତୁ ଏବଂ ତାକୁ ମୋଟା ମୋଟା କରି କାଟି ଦିଅନ୍ତୁ। ଏକ ପ୍ୟାନରେ ତେଲ ଗରମ କରନ୍ତୁ।
  • ଅଦା ରସୁଣ ପେଷ୍ଟ ପକାନ୍ତୁ ଏବଂ ସେତେ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଯେତେ ପର୍ଯ୍ୟନ୍ତ ଏହା ଭଲଭାବେ ନ ହୋଇଛି।
  • ଏବେ ଏଥିରେ ପିଆଜ ଏବଂ ଟମାଟୋ ପକାନ୍ତୁ। ଏବେ ଏସବକୁ ନରମ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଏବେ ସବୁ ସୁଖିଲାକୁ ମସଲାକୁ ପକାନ୍ତୁ ଏବଂ ସମସ୍ତ ଜିନିଷକୁ ଏକା ସାଥିରେ ମିଶାଇ ଦିଅନ୍ତୁ। ଶେଷରେ ଅଣ୍ଡା ପକାନ୍ତୁ ଏବଂ ମସଲାରେ ହାଲକା ଫ୍ରାଏ କରନ୍ତୁ।
  • ଯେତେବେଳେ ଅଣ୍ଡାରେ ମସଲା ମିକ୍ସ ହୋଇଯିବ ସେତେବେଳେ ଆଞ୍ଚରୁ କାଢ଼ିଦିଅନ୍ତୁ।
  • ଏବେ ଆପଣଙ୍କର ଅଣ୍ଡା ଭୁଜିଆ ଗରମା ଗରମ ପ୍ରସ୍ତୁତ ହୋଇଯାଇଛି।
Leave A Reply

Your email address will not be published.