ନିଜ ପ୍ରେମିକକୁ ହାତମୁଠାରେ ରଖିବାକୁ ଚାହୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଯୁବକ କେବଳ ଯୁବତୀମାନଙ୍କୁ ନିଜ ଅକ୍ତିଆରରେ ରଖନ୍ତି ବୋଲି ସମସ୍ତଙ୍କର ଭ୍ରାନ୍ତ ଧାରଣା ରହିଛି। କିନ୍ତୁ ଏବେ ଯୁଗ ବଦଳିଯାଇଛି, ଏବେ ଯୁବତୀ ନିଜ ପ୍ରେମିକଙ୍କୁ ନିଜ ଅକ୍ତିଆରେ ରଖିବାକୁ ଚାହୁଛନ୍ତି । ଆଜିକାଲିର ଯବୁତୀ କିପରି ନିଜର ପ୍ରେମିକକୁ ହାତମୁଠାରେ ରଖିବେ ତାହା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । କିନ୍ତୁ ଯୁବତୀଙ୍କର ଏହି ଅଭ୍ୟାସକୁ ବିଲକୁଲ ପସନ୍ଦ କରନ୍ତି ନାହିଁ ପ୍ରେମିକ । ସେଥିପାଇଁ ଏପରି ହରକତ ବିଲକୁଲ ବି କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କ ବଏଫ୍ରେଣ୍ଡ କିମ୍ବା ପ୍ରେମିକ ଚିନ୍ତାରେ ପଡିଯିବେ। ଆସନ୍ତୁ ଜାଣିବା କିପରି ଯୁବତୀମାନେ ବଏଫ୍ରେଣ୍ଡକୁ ନିଜ ହାତମୁଠାରେ ରଖିବେ।

sweet-couple

– ଯୁବତୀ ସବୁ କାମ ସଠିକ୍‌ ଭାବେ କରିଥାନ୍ତି ଏବଂ ଏହି ଅଭ୍ୟାସ ନିଜ ପ୍ରେମିକଙ୍କ ଉପରେ ମଧ୍ୟ ଜବରଦସ୍ତି ଲଦି ଦିଅନ୍ତି। ଏଭଳି କାମକୁ ଯୁବକ କିମ୍ବା ପ୍ରେମିକମାନେ ପସନ୍ଦ କରିନଥାନ୍ତି।

– ସର୍ବଦା ଯୁବତୀମାନେ ନିଜର ପ୍ରେମିକଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି, ଉତ୍ତର ପାଇବା ପରେ ମଧ୍ୟ ପୁଣି ପ୍ରଶ୍ନ ପଚାରନ୍ତି।  ଏପରି କରି ସେମାନେ ଆପଣଙ୍କୁ କିଛି ଲୁଚାଉନଥିବା କଥା ପ୍ରକାଶ କରନ୍ତି।

– ପ୍ରେମିକାର ସବୁ କାମକୁ ପ୍ରାଥମିକତା ଦେଇଥାନ୍ତି ପ୍ରେମିକ। ଏଭଳି ସ୍ଥିତିରେ ପ୍ରେମିକା ପ୍ରେମିକ ଉପରେ ନିଜର ନିୟନ୍ତ୍ରଣ ରଖିଥାନ୍ତି। ଅନେକ ସମୟରେ ମିଛ କଥା କହି ମଧ୍ୟ ପ୍ରେମିକଙ୍କର ଅନେକ ପ୍ଲାନ ରଦ୍ଦ କରିଦେଇଥାନ୍ତି।

love

– ଅଧିକାଶଂ ପ୍ରେମିକା ନିଜ ପ୍ରେମିକଙ୍କ ପର୍ସନାଲ ଜିନିଷରେ ଲାଗିଥାନ୍ତି। ଯଥା ମୋବାଇଲ ଫୋନ, ବ୍ୟାଙ୍କ ବାଲାନ୍ସ ଚେକ୍‌ କରିବା ଇତ୍ୟାଦି। ଏପରି କରିବା ଠିକ୍‌ ନୁହେଁ। ଅନେକ ଥର ବିନା କଥାରେ ମଧ୍ୟ ସନ୍ଦେହ କରନ୍ତି। ଯାହା ପ୍ରେମିକକୁ ପସନ୍ଦ ଆସିନଥାଏ।

– ସବୁବେଳେ ଯୁବତୀ ନିଜର ବଏଫ୍ରେଣ୍ଡକୁ ପର୍ସନାଲ ସମୟ ଦେଇନଥାନ୍ତି। ସର୍ବଦା ବଏଫ୍ରେଣ୍ଡର ଖବର ରଖିବା ଭଲ କଥା ନୁହେଁ। ନିଜର ବଏଫ୍ରେଣ୍ଡ ଆଉ କାହାକୁ ସମୟ ଦିଅନ୍ତୁନାହିଁ ଏଥିପାଇଁ ଯୁବତୀମାନେ ଏପରି କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.